Latest Odisha News

BREAKING NEWS

ଯାଞ୍ଚ ହେବ ସମସ୍ତ ଓକିଲଙ୍କ ଡିଗ୍ରୀ ସାର୍ଟିଫିକେଟ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଯାଞ୍ଜ ହେବ ଆଇନଜୀବୀଙ୍କ ଆଇନ ଡିଗ୍ରୀ ସାର୍ଟିଫିକେଟ । ସୋମବାର ସୁପ୍ରିମକୋର୍ଟ ଏନେଇ ଯାଞ୍ଚ କରିବାକୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହି କମିଟିରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଓ ହାଇକୋର୍ଟର ଦୁଇ ଜଣ…

୨ ମାସରେ ୧୫ କିଲୋ ଓଜନ ହ୍ରାସ କଲେ ଅଭିନେତ୍ରୀ ସ୍ନେହାଲ

ମୁମ୍ବାଇ: ‘ଇଶ୍କ କା ରଙ୍ଗ ସଫେଦ୍‌', ‘ଇଛାପ୍ୟାରୀ ନାଗିନ୍‌', ‘ବିଶ୍ୱ' ଆଦି ଧାରାବାହିକରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସ୍ନେହାଲ ରାୟ ମାତ୍ର ଦୁଇ ମାସ ମଧ୍ୟରେ୧୫ କିଲୋ ହ୍ରାସ କରିଛନ୍ତି । ଏହି ସୂଚନା ଦେବା ସହ ସ୍ନେହାଲ ନିଜେ ଫିଟନେସ ବିଷୟରେ କହିଛନ୍ତି ।…

ମୋଦିଙ୍କ ସମର୍ଥନରେ ଶରଦ !

ଭୁବନେଶ୍ୱର: ଦେଶର ଜଣେ ପ୍ରମୁଖ ରାଜନୈତିକ ଚେହେରା ହେଉଛନ୍ତି ଶରଦ ପାୱାର। ତାଙ୍କ ନେତୃତ୍ୱରେ ଚାଲୁଥିବା ଦଳ ଏନସିପିର ଉପସ୍ଥିତି ବିଭିନ୍ନ ରାଜ୍ୟରେ ରହିଛି। ଭାରତୀୟ ରାଜନୀତିର ଏହି ଅନୁଭବୀ ନେତାଙ୍କ ଯୋଗୁ ବିଜେପି ବିରୋଧୀ ମଞ୍ଚ ବେଶ ଶକ୍ତିଶାଳୀ ହେଉଥିବା ଦେଖାଯାଉଥିଲା। ଏପରିକି…

‘କର୍ଣ୍ଣାଟକ ନିର୍ବାଚନ’ ଖେଳୁଛି କଂଗ୍ରେସ, ଭାବୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି କଂଗ୍ରେସ ବିଜେପି ଲଢେଇ ସେତିକି ତୀବ୍ର ହେଉଛି। ତିନି ଦିନ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ହେବ। ଗୋଟିଏ ପଟେ କଂଗ୍ରେସ ୨୨୪ ଆସନ ମଧ୍ୟରୁ ୧୬୬ ସିଟ ପାଇଁ…

ଜେଲ ପରି ରେଷ୍ଟୁରାଣ୍ଟ, ଗ୍ରାହକଙ୍କୁ କଏଦୀ ଭଳି ଦିଆଯାଏ ଚର୍ଚ୍ଚା

ନୂଆଦିଲ୍ଲୀ : ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଅନେକ ସମୟରେ ଅଧିକାଂଶ ଲୋକ ରେଷ୍ଟୁରାଣ୍ଟକୁ ଯାଇଥାଆନ୍ତି । ଲୋକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ରେଷ୍ଟୁରାଣ୍ଟମାନ ଖୋଲାଯାଇଛି । ଆଉ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାଜସଜ୍ଜା ସାଙ୍ଗକୁ ଖାଦ୍ୟପେୟର ବି ବ୍ୟବସ୍ଥା…

୮୧ ବର୍ଷ ବୟସରେ ୮୦ ଦିନରେ କଲେ ବିଶ୍ୱ ଭ୍ରମଣ ଦୁଇ ବନ୍ଧୁ

ଟେକ୍ସାସ:କୁହାଯାଏ ଯେ ପ୍ରତ୍ୟେକ ବନ୍ଧୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କିଛି ବନ୍ଧୁ ଏପରି ଅଛନ୍ତି ଯେ ସେମାନେ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାନ୍ତି । ଆମେ ଆପଣଙ୍କୁ ଏପରି ଦୁଇ ବନ୍ଧୁଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ୮୧ ବର୍ଷ ବୟସରେ ବିଶ୍ୱ ଭ୍ରମଣ କରିବାକୁ ଯାଇଥିଲେ ଓ ମାତ୍ର…

ରାହୁଲଙ୍କୁ ଆହୁରି ଲୋକପ୍ରିୟ କରିଚାଲିଛି ବିଜେପି !

ଭୁବନେଶ୍ୱର: ରାହୁଲଙ୍କୁ ଲଗାତର ଟାର୍ଗେଟ। ରାଜନୈତିକ ନେତାମାନେ ପରସ୍ପର ବିରୋଧରେ ଟିପ୍ପଣୀ ଦେବା କିମ୍ବା ବିବାଦୀୟ ଟିପ୍ପଣୀ ଦେବା ମଧ୍ୟ କିଛି ନୂଆ ନୁହେଁ। ନିର୍ବାଚନ ଆସିଲେ ଏହି ଟିପ୍ପଣୀ ବହୁଳ ଭାବେ ଦେଖାଯାଏ। କିନ୍ତୁ ବିବାଦୀୟ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀ ସର୍ବାଧିକ ଟାର୍ଗେଟର…

ରାହୁଲଙ୍କ ଉପରେ ବର୍ଷିଲେ ରବିଶଙ୍କର, ପଚାରିଲେ ଆପଣଙ୍କ ପ୍ରକୃତ ଏଜେଣ୍ଡା କଣ ?

ବିହାରର ପାଟଣାରୁ ସୋମବାର ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ । ରବିଶଙ୍କର ପଚାରିଛନ୍ତି, ରାହୁଲ ଗାନ୍ଧି କଣ ବୋଫର୍ସ ଦୁର୍ନୀତି ବିରୋଧରେ କିଛି କେବେ କହିଛନ୍ତି, ନା ନ୍ୟାସନାଲ ହେରାଲଡ୍ କେସ ଉପରେ, ଯେଉଁଥିରେ ସେ…

ଅଚଳ ପାଣିଟାଙ୍କି ; ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ

ଜଗତସିଂହପୁର : ଦିନକୁ ଦିନ ବଢ଼ିଲାଣି ତାତି । ପାଣି ପାଇଁ ଡହଳ ବିକଳ ହେଲେଣି ଲୋକେ ।  ହେଲେ ଲୋକଙ୍କ ପାଖରେ ପହଞ୍ଚି ପାରୁନି ସ୍ୱଚ୍ଛ ପାନୀୟ ଜଳ  । ପ୍ରତ୍ୟେକ ପଞ୍ଚାୟତରେ ବସୁଧା ଯୋଜନା ମାଧ୍ୟମରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ମାନ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି ଅଚଳ…

ଝାରସୁଗୁଡା ଉପନିର୍ବାଚନ: କଂଗ୍ରେସରୁ ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ

ଝାରସୁ୍ଗୁଡା: ଶେଷରେ ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ତରୁଣ ପାଣ୍ଡେ କଂଗ୍ରେସରୁ ଲଢିବେ ବୋଲି ଏଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଆଜି ଘୋଷଣା କରାଯାଇଛି। ତରୁଣ  ପାଣ୍ଡେଙ୍କ ବାପା  ବୀରେନ୍ଦ୍ର ପାଣ୍ଡେ ପୂର୍ବରୁ  ୩ ଥର ବିଧାୟକ  ଥିଲେ । ଏହି…