Latest Odisha News

BREAKING NEWS

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନି ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଚରଣଜିତ ସିଂ ଚନ୍ନି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ପଞ୍ଜାବ ରାଜନୀତି ସରଗରମ ହୋଇ ଉଠିଛି । ଚନ୍ନି କେତେକ ବିଜେପି ନେତାଙ୍କୁ ଭେଟିବା ପରେ ଏହି ଏହି କଳ୍ପନା ଜଳ୍ପନାର ସୂତ୍ରପାତ ହୋଇଛି ।…

ନମାଜ ପାଠ ବେଳେ ଇମାମଙ୍କ କାନ୍ଧରେ ବସିଲା ବିଲେଇ

ଆଲଜେରିଆ : ପବିତ୍ର ରମଜାନ ମାସ ଚାଲିଛି । ଏହି ଅବସରରେ, ସମଗ୍ର ବିଶ୍ୱରେ ଇସଲାମର ଅନୁଗାମୀମାନେ ଉପବାସ ରହିବା ସହ ଏକାଠି ନମାଜପାଠ କରିଥାନ୍ତି । ଆଜିକାଲି ମୁସଲମାନମାନଙ୍କ ରମଜାନ ଏବଂ ଇଫତାର ସମ୍ବନ୍ଧୀୟ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, କିନ୍ତୁ ନିକଟରେ ଏକ ଭିଡିଓ…

ଅସୁରକ୍ଷିତ ବ୍ଲକ୍ ଅଫିସ୍ ! ସିସିଟିଭିରେ କଏଦ ହେଲା ଫାଇଲ୍ ଚୋରି, ସନ୍ଦେହରେ ଅଧିକାରୀ

ପୁରୀ: ଖାଲି ପଡ଼ିଛି ଅଫିସ୍ । ଚ୍ୟାମ୍ବରରେ ନାହାଁନ୍ତି ସହକାରୀ ଯନ୍ତ୍ରୀ । ଯାହାର ଫାଇଦା ନେଇ ପୁରୀ ସଦର ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି କରି ନେଇଛନ୍ତି ବ୍ୟକ୍ତି ଜଣଙ୍କ । ମାର୍ଚ୍ଚ ୧୭ ତାରିଖ ସନ୍ଧ୍ୟା ୬ଟା ସମୟରେ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି…

ଟାଇଗର ଭର୍ସେସ ପଠାନ ହେବ ବଲିଉଡର ଦାମୀ ଫିଲ୍ମ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ୟଶରାଜ ଫିଲ୍ମସର ସ୍ପାଇ ୟୁନିଭର୍ସ ଫୁଲ ଫର୍ମକୁ ଆସି ଯାଇଛନ୍ତି । ପଠାନ ଫିଲ୍ମରେ ସଲମାନ ଖାଁଙ୍କ କାମିଓ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା । ଏହା ପରେ ଦର୍ଶକ ମହଲରେ ଶାହାରୁଖ ଓ ସଲମାନଙ୍କୁ ନେଇ ଆକ୍ସନ ଫିଲ୍ମର ଚାହିଦା ବଢ଼ିଥିବା ଅନୁମାନ କରି ୟଶରାଜ…

ବିବାହର ୧୦ ବର୍ଷ ପରେ ମା’ ହେଲେ ଅଭିନେତ୍ରୀ ନେହା

ମୁମ୍ବାଇ: ଟିଭି ଧାରାବାହିକ ‘ବାଳିକା ବଧୁ' ରେ ଅଭିନୟ କରି ଘରେ ଘରେ ପରିଚିତ ନେହା ମାର୍ଦା ମାଆ ହୋଇଛନ୍ତି । ଶୁକ୍ରବାର ମୁମ୍ବାଇର ଏକ ଘରୋଇ ହସପିଟାଲରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ନେହାଙ୍କର ପ୍ରି ମେଚ୍ଚୋର ଡ଼େଲିଭରୀ ହୋଇଛି । ବିବାହର ୧୦ ବର୍ଷ ପରେ ମାଆ ହୋଇଥିବାରୁ…

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ଆଉ ୨୮ ଖଣ୍ଡ କାଠ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ କାଠ । ତୃତୀୟ ପର୍ଯ୍ୟାୟରେ ଶନିବାର ବୌଦ୍ଧ ବନଖଣ୍ଡରୁ ଏକ ଟ୍ରକ୍ ଯୋଗ ୪୦ ଫୁଟିଆ ୨୮ ଖଣ୍ଡ ଧଉରା କାଠ ପହଞ୍ଚିଛି । ଏହି କାଠରେ ଅଖ ନିର୍ମାଣ କରାଯିବ । ଚଳିତବର୍ଷ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରୁ ୩୦୩ ଖଣ୍ଡ କାଠ…

ସିରିଏଲ ନାଗିନ୍ ୬ ରୁ ବିଦାୟ ନେଲେ ତେଜସ୍ୱୀ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏକତା କପୁରଙ୍କ ଧାରାବାହିକ ‘ନାଗିନ୍ ୬' ରୁୁ ବିଦାୟ ନେଇଛନ୍ତି । ଏଥିରେ ତେଜସ୍ୱୀଙ୍କ ଅଭିନୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । ସେଥିଲାଗି ସେ ପ୍ରତ୍ୟେକ ଘରେ ଘରେ ପରିଚିତ ହୋଇପାରିଛନ୍ତି । ତେଜସ୍ୱୀ ଅନ୍ୟ ଏକ…

୧୧ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ, ନିରପେକ୍ଷ ତଦନ୍ତ ହେଲାନି ବୋଲି ୨୧ ପୋଲିସ ନିର୍ଦ୍ଦୋଷ

ବିଶାଖାପାଟ୍ଟଣମ: ୨୦୦୭ ମସିହାରେ ୧୧ ଜଣ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଗଣଦୁଷ୍କର୍ମ ଅଭିଯୋଗର ୧୬ ବର୍ଷ ପରେ ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି । ଯେଉଁ ୨୧ ପୋଲିସ ଅଧିକାରୀଙ୍କ ବିରୋଧରେ ଗଣଦୁଷ୍କର୍ମ ନେଇ ଅଭିଯୋଗ ଥିଲା, ନିରପେକ୍ଷ ଯାଞ୍ଚ ନ ହେବାରୁ କୋର୍ଟ…

ଆସନ୍ତୁ ଜାଣିବା କଣ ପାଇଁ ୟାମିଙ୍କୁ ଭୂୟସୀ ପ୍ରଶଂସା କଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ଏର୍ମଜେନ୍ସି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ବଲିଉଡ ମାଫିଆ ଓ ନେପ୍ଟୋଜିମ ବିରୋଧରେ ସେ ସର୍ବଦା ମୁହଁ ଖୋଲି ଆସିଛନ୍ତି । ଏବେ ନିକଟରେ କଙ୍ଗନା ତାଙ୍କ ସାଥୀ କଳାକାର ୟାମି ଗୌତମଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । କଙ୍ଗନାଙ୍କୁ ପ୍ରଭାବିତ…

ପୁରୁଷଙ୍କ ପରି ଲମ୍ବା ଧାଡ଼ି ରଖି ବିଶ୍ୱ ରେକର୍ଡ଼ କଲେ ମହିଳା, ସଉକ ନୁହେଁ,ପରିସ୍ଥିତି କରିଥିଲା ବାଧ୍ୟ

ନ୍ୟୁୟର୍କ: ଆଜିକାଲି ଦାଢି ରଖିବା ଯୁବକମାନଙ୍କର ଏକ ଫ୍ୟାଶନ ହୋଇଯାଇଛି । କେହି କେହି ଲମ୍ବା ଦାଢି ରଖିବାକୁ ପସନ୍ଦ କରୁଥିବା ଆଉ କିଏ ଛୋଟ ଛୋଟ ରଖିଥାନ୍ତି । ଏହା ତ ସାଧାରଣ କଥା । ହେଲେ ଏମିତି ଜଣେ ଆମେରିକୀୟ ମହିଳା ଅଛନ୍ତି ଯିଏ କି ଲମ୍ବା ଦାଢି଼ି ରଖି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହା…