ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୬)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଈଶ୍ୱରଙ୍କ ଇଚ୍ଛାକୁ ସମ୍ମାନ ଦେଇ ସେ କେବଳ ବଞ୍ଚି ରହିଲେ । ନିଜର ପରିଚୟ ନିଜେ ଲିଭାଇ ଦଲେ । ସମୟର କଷଟୀରେ ନିକଷିତ ହୋଇ ସେ ହଜାଇଦେଲେ ନିଜର ଅସଲ ଅସ୍ଥିତ୍ୱ । ପଦ୍ମିନୀ ଧରିନେଲା ସେ ଜଣେ ବାସ୍ତୁହରା ମଣିଷ ।…