ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ସେବାରେ ସମସ୍ତ ଜାତିର ସେବକ ନିୟୋଜିତ ଅଛନ୍ତି। ସେଥିମଧ୍ୟରେ ଶ୍ରୋତୀୟ ବ୍ରlହ୍ମଣ ସେବକ ହେଲେ "ତଳିଛ "। ତାଙ୍କରି ବିବିଧ ସେବା ବିଷୟରେ ଆଲୋଚନା ଜାରି ରହିଛି।…