Latest Odisha News

ସକାଳୁ ସକାଳୁ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଅଧିକ ଦୋକାନ

କେନ୍ଦୁଝର: ସକାଳୁ ସକାଳୁ କେନ୍ଦୁଝରର ରାହାସ ନିତିଦିନିଆ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡର ପ୍ରଭାବ ଏତେ ଭୟଙ୍କର ଥିଲା ୫୦ରୁ ଅଧିକ ଦେକାନ ଜଳିଯାଇଛି । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଦୋକାନ ଗୁଡିକ ଲାଗି ହୋଇ ରହିଥିଲା। ତେଣୁ…

ଗଳ୍ପ : ଦୋ ମୁହାଁ

ଅଭିଜିତ ଦେବର୍ଷି                                                ମିଶ୍ର ବାବୁ ତାଙ୍କ କଲୋନୀ ର ଜଣେ ମାନ୍ୟ ଗଣ୍ୟ ଲୋକ । ସବୁ କାମରେ ତାଙ୍କୁ ଡାକରା ପଡେ। କିଛି ଦିନ ହେବ ଏକ ଆତ୍ମହତ୍ୟା ଖବର ପାଇବା ପରେ ମାନସିକ ସ୍ୱାସ୍ଥ୍ୟ ଓ ମାନସିକ ଚାପ ଉପରେ କଲୋନୀରେ ଗୋଟେ ଆଲୋଚନା ଶିବିର…

ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲାରେ ଇଡି କରିବ ତଦନ୍ତ

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ ମାମଲାରେ ଇଡି କରିବ ତଦନ୍ତ। ଯଦିଓ କମିଶନରେଟ ପୋଲିସ ଏହି ମାମଲାରେ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଛି କିନ୍ତୁ ଏହି ମାମଲାରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ସାମ୍ନାକୁ ଆସିଛି। ତେଣୁ କମିଶନରେଟ ପୋଲିସକୁ ଇଡି ଏବାବଦରେ ପୂର୍ବରୁ ତଥ୍ୟ…

ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତ ପରେ ବିଚଳିତ ଆନ୍ଧ୍ର, ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କଲେ ରାଜନୈତିକ ଦଳ

ଅମରାବତୀ: ଉତ୍କଳ ଦିବସରେ କୋରାପୁଟର କୋଟିଆ ଗ୍ରାମପଞ୍ଚାୟତର ଏକ ଗାଁକୁ ଗସ୍ତ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଏବେ ବିଚଳିତ ହୋଇଛି ଆନ୍ଧ୍ରପ୍ରଦେଶ। ଧର୍ମେନ୍ଦ୍ର ସ୍ଥାନୀୟ ଲୋକଙ୍କ ସହ ଉତ୍କଳ ଦିବସ ପ୍ରତିଷ୍ଠା ପାଳନ କରିଥିଲେ। ଏହି ସମୟରେ…

ଭାଷା ଭାଗବତ : କଳ୍ପିତ କାହାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଆସ୍ଥା, ବିଶ୍ବାସ, ପ୍ରଥା, ଧର୍ମ ଏ ଚାରିଟିର ସାରମର୍ମ ବୁଝି କରିଲେ ଆଚରଣ ଜୀବନ ଶାଂତି ପରିପୂର୍ଣ ଅଶାଂତ ମନ ମଧ୍ୟେ ଭ୍ରମ ହୁଅଇ ଯଦି କାର୍ଯକ୍ଷମ କାୟା ସହିତ ରହେ ଛାୟା ସ୍ପୃହାରେ ମିଶିଯାଏ ମାୟା ଗଚ୍ଛିତ ତତ୍ତ୍ବକୁ ମାନିଲେ ନୂତନ…

ମୁମ୍ବାଇ ବିପକ୍ଷରେ ଆରସିବିର ଜବରଦସ୍ତ ବିଜୟ, ନଜର ପକାନ୍ତୁ ପଏଣ୍ଟ ଟେବୁଲ ଉପରେ

ବେଙ୍ଗାଲୁରୁ: ରବିବାର ଖେଳାଯାଇଥିବା ଆଇପିଏଲ ମହାମୁକାବିଲାରେ ଦ୍ୱିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଛି। ମୁମ୍ବାଇକୁ ୮ ଓ୍ୱିକେଟରେ ପରାସ୍ତ କରି ଆରସିବି ବିଜୟ ଅଭିଯାନ ଆରମ୍ଭ କରିଛି। ଏଥିସହିତ ଚଳିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସକଳ ରୀତିନୀତିକୁ ସୁଚାରୁ ରୂପେ ନିର୍ବାହ କରିବା ପାଇଁ ଅତି ସୁନ୍ଦର ଭାବରେ ସେବକ ମାନଙ୍କ ପରିକଳ୍ପନା ହୋଇଛି। କେତେକ ସେବକ ଗୋଟିଏ ଗୋଟିଏ ସେବାକୁ ଆପଣେଇ ଥିବା…

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ଗୁଡ଼ ଓ ଚଣା…

ଶୀତୁଆ ପାଗ ହେଲେ ଚଣା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ । ଚଣାରେ ରହିଛି କାବ୍ରୋହାଇଡ୍ରେଟ, ପ୍ରୋଟିନ, ଫାଇବର ଓ କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ୱ । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର କରିଥାଏ। -ଫାଇବରରେ ଭରପୁର ଚଣା । ଚଣାର ସେବନ…

ସମର୍ଥ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଅଟକ, ସିନ ରିକ୍ରିଏସନ କରାଇଲା ପୋଲିସ

ଝାରସୁଗୁଡ଼ା: ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରଓ୍ୱାଲଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା ଘଟଣାରେ ଝାରସୁଗୁଡ଼ା ପୁଲିସ ରବିବାର ବୁର୍ଲାରୁ ଜଣଙ୍କୁ ଉଠାଇ ନେଇଛି। ଉକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ଝାରସୁଗୁଡ଼ା ପୁଲିସ ଏଯାଏ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଓ ତାଙ୍କୁ ଅଟକ…

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା, ୧୨ ଦିନରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ

କଟକ: ଆଜିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ସହ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ମୋଟ୍ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ୧୨…