Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଦୁଇ ହଜାର କୋଟିର ଉପହାର: ୨୦ ହଜାର ଲୋକଙ୍କୁ ଜମି ପଟ୍ଟା

ବ୍ରହ୍ମପୁର:ବ୍ରହ୍ମପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଦେଇଛନ୍ତି  ୨,୦୦୦ କୋଟି ଟଙ୍କାର ଭେଟି । ଛତ୍ରପୁର, ହିଞ୍ଜିଳି, ଓ କବି ସୂର୍ୟ ନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ରବିବାର ବ୍ରହ୍ମପୁର ଗସ୍ତରେ ଯାଇ…

କଂଗ୍ରେସର ସତ୍ୟାଗ୍ରହ, ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦକୁ ବିରୋଧରେ ଆଜି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଦିନିକିଆ ସତ୍ୟାଗ୍ରହ କରିଛନ୍ତି । ଦିଲ୍ଲୀ ସହ ବିଭିନ୍ନ ରାଜ୍ୟରେ ସଂକଳ୍ପ ସତ୍ୟାଗ୍ରହ କରାଯାଇଛି । ଦିଲ୍ଲୀ ସତ୍ୟାଗ୍ରହରେ କଂଗ୍ରେସ ନେତା ବିଜେପି…

ଭାଇରାଲ ହେଲା ଭୋଜପୁରୀ ଅଭିନେତ୍ରୀଙ୍କ ମୃତ୍ୟୁ ପୂର୍ବର ଭିଡିଓ

ଭେଇରାଲ ହେଲା ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ପୂର୍ବରୁ କରିଥିବା ଭିଡିଓ । ଭୋଜପୁରୀ ଅଭିନେତ୍ରୀ ବାରଣାସୀର ସାରନାଥ ଥାନାର ଏକ ଘରୋଇ ହୋଟେଲରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।ତାଙ୍କର ମୃ୍ତ୍ୟୁରେ ପରିବାର ସଦସ୍ୟଙ୍କ ସହ ଫ୍ୟାନ୍ସମାନେ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି…

ପୁରାତନ ଛାତ୍ରଛାତ୍ରୀଙ୍କୁ ଦେଖି ଉତ୍ସାହିତ ହୋଇପଡ଼ିଲେ ଶିକ୍ଷୟିତ୍ରୀ: ଚୁମ୍ମା ଚୁମ୍ମା ଦେ ଦେ ଚୁମ୍ମା ଗୀତରେ ନାଚି…

ବଲିଉଡରେ ଏମିତି କିଛି ଗୀତ ଅଛି,ଯାହା ବାଜିବାମାତ୍ରେ ଗୋଡ଼ ଆପେ ଆପେ ଉଠିଯାଏ । ସେ ପିଲା ହୁଅନ୍ତୁ ବା ବୟସ୍କ କିମ୍ବା ବୃଦ୍ଧମାନେ ନିଜକୁ ନିୟନ୍ତ୍ରଣ କରିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇଯାଏ । ଆଉ ସେମାନେ ଭୁଲିଯାଆନ୍ତି ସ୍ଥାନ,କାଳ, ପାତ୍ର । ଏବେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଭାଇରାଲ…

ଆଗାମୀ ୩ ଘଣ୍ଟା ମଧ୍ୟରେ ଟ୍ୱିନ୍ ସିଟିରେ ଛେଚିବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଟ୍ୱିନ୍ ସିଟିକୁ ଅରେଞ୍ଜ ୱାର୍ଣ୍ଣିଂ । ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ ଝଡ଼ ପବନ ନେଇ ଭୁବନେଶ୍ୱର ଓ କଟକ ସହରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । https://twitter.com/usd0705/status/1639922661089484800 ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ମିଷ୍ଟର ଓଡ଼ିଶା ବିଜୟୀ ହେଲେ ଦେବାଶିଷ ଦତ୍ତ, ଜାତୀୟସ୍ତରରେ ଖେଳିବା ନେଇ ରଖିଛନ୍ତି ଲକ୍ଷ୍ୟ

ଝାରସୁଗୁଡ଼ା : ବେଲପାହାଡ଼ ଠାରେ KBBA ଓ IBBFF ପକ୍ଷରୁ ଏକ ବଡିବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ  । ହେଲେ ସମସ୍ତଙ୍କୁ ପଛରେ ପକାଇ ଝାରସୁଗୁଡା ଜିଲ୍ଲାର ଗୋଲ୍ଡ…

ପୁଣି ଏକ ପ୍ରତାରଣାର କାହାଣୀ; ପ୍ରେମିକାର ଓଢଣୀ ବାନ୍ଧି ଓୟୋ ରୁମରେ ଝୁଲି ପଡିଲେ ଯୁବକ

ଭୁବନେଶ୍ୱର: ଆଉ ଏକ ପ୍ରେମପ୍ରତାରଣାର କାହାଣୀ । ପ୍ରେମିକା ଉପରେ ଅଭିମାନ କରି ଓୟୋ ରୁମରେ ଝୁଲି ପଡିଲେ ପ୍ରେମିକ । ପ୍ରେମିକାର ଓଢଣୀ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି ଯୁବକ  । ଘଟଣା ଘଟିଛି ଭୁବେନଶ୍ୱର ଜାଗମରା ଅଞ୍ଚଳରେ । ମୃତ ଯୁବକଙ୍କ ନାମ ଦୁର୍ଗା ପ୍ରସାଦ ମିଶ୍ର । ତାଙ୍କର ଘର…

ଟ୍ୱିଟର ବାୟୋ ବଦଳାଇଲେ ରାହୁଲ; ଅଭିମାନରେ ଲେଖିଲେ ‘ଅଯୋଗ୍ୟ ସାଂସଦ’ !

ନୂଆଦିଲ୍ଲୀ: ଏବେ ଆକ୍ସନ ମୋଡରେ ରାହୁଲ ଗାନ୍ଧି । ସାଂସଦ ପଦ ହରାଇବା ପରେ କେତେବେଳେ ରାଗି ଯାଉଛନ୍ତି ତ କେତେବେଳେ ଅଭମାନ କରୁଛନ୍ତି । ସୁରଟ କୋର୍ଟ ପକ୍ଷରୁ ତାଙ୍କୁ ଦଣ୍ଡିତ କରାଯିବା ପର ଦିନ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଗଲା । ଏହାକୁ ନେଇ ଖାଲି ରାହୁଲ ନୁହେଁ ପୁରା…

ଓଡ଼ିଆ ସାହିତ୍ୟକୁ ହିନ୍ଦୀ ଭାଷାଭାଷୀଙ୍କ ନିକଟରେ ପରିଚିତ କରାଇବା ହିଁ ମୋର ଏକମାତ୍ର ଲକ୍ଷ୍ୟ : ପାରମିତା ଷଡ଼ଙ୍ଗୀ

ଓଡ଼ିଆ ଭାଷା ସାହିତ୍ୟରେ ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ପାରମିତା ଷଡ଼ଙ୍ଗୀ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରି ଚାଲିଛନ୍ତି ଗଳ୍ପ, କବିତା, ଅନୁବାଦ ସାହିତ୍ୟ। କେବଳ ଏତିକି ନୁହେଁ ଜଣେ ସମୀକ୍ଷୀକା ଭାବରେ ମଧ୍ୟ ସେ ବେଶ ସୁପରିଚିତ । ସାହିତ୍ୟ ସର୍ଜନା…

ଜଳୁଥିବା ଚୁଲି ଉପରେ ବସି ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି ବାବା, ଭିଡିଓ ଦେଖି ସମସ୍ତେ ସ୍ତବ୍ଧ

ନୂଆଦିଲ୍ଲୀ : ବାବା କହିଲେ ସମସ୍ତେ ଜାଣନ୍ତି । ବାବାମାନଙ୍କର ଅଲୌକିକ କାର୍ଯ୍ୟକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କେଉଁଠାରେ ବାବା ବର୍ଷ ବର୍ଷ ଧରି ଛିଡ଼ା ହୋଇ ତପସ୍ୟା କରିଥାଆନ୍ତି ତ କେତେବେଳେ ପାଣି ଉପରେ ପଦ୍ମାସନ କରି ବସିବାର ଆପଣ ଦେଖିଥିବେ ଏବଂ ଶୁଣିଥିବେ। ତେବେ ଏହି…