Latest Odisha News

BREAKING NEWS

ମୃତ୍ୟୁର କିଛି ସମୟ ପୂର୍ବରୁ ଆଜେକ୍ସ ତାଙ୍କ ପ୍ରେମିକାଙ୍କ ସହ କଥା ହେଉଥିଲେ!

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନାହିଁ। ଇତିମଧ୍ୟରେ ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ ମୃତ୍ୟୁ ପୂର୍ବରୁ ପ୍ରାୟ ୯୭ ସେକେଣ୍ଡ ଯାଏ ଆଜେକ୍ସ ତଥାକଥିତ ପ୍ରେମିକାଙ୍କ ସହ କଥାବାର୍ତ୍ତା କରୁଥିଲେ। ପରେ ତାଙ୍କୁ ଭିଡିଓ କଲ କରିବାକୁ…

ସଂଘୀୟ ବ୍ୟବସ୍ଥାକୁ ମଜବୁତ ଓ ସୁରକ୍ଷା ପାଇଁ ଆହ୍ୱାନ କଲେ ନବୀନ ଓ ମମତା

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତ ଶେଷ କରି କର୍ଣ୍ଣାଟକ ଯିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଧାରିତ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ନବୀନ ନିବାସ ଯାଇ ତାଙ୍କର ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଯାହା ଉପରେ ସାରା ଦେଶର ନଜର ଥିଲା। ଭେଟଘାଟ…

ବାଲେଶ୍ୱରର ବାପି ହର୍ଡଲ୍ସରେ ବିଶ୍ୱରେ ଏକ ନମ୍ବର, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯେତେ ଘାତ ପ୍ରତିଘାତ ଥାଉ ଯଦି ଜଣଙ୍କର ନିଷ୍ଠା ଅଛି ତାହେଲେ ତାଙ୍କର ପ୍ରତିଷ୍ଠା ଆସିବା ଥୟ। ଆଜି ଏହା ପ୍ରମାଣିତ କରି ଦେଖାଇଛନ୍ତି ୧୮ ବର୍ଷରୁ କମ୍ ଦୌଡ଼ ପ୍ରତିଯୋଗିତାରେ ୪୦୦ ମିଟର ହର୍ଡଲସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବାଲେଶ୍ୱରର ଆଥଲେଟ ବାପି ହାଁସଦା। ଯାହାଙ୍କୁ ୨୫ ଲକ୍ଷ…

ଶିବସେନା ସଞ୍ଜୟ ରାଉତଙ୍କୁ ରାଜ୍ୟସଭାର ଦଳୀୟ ନେତା ପଦରୁ ହଟାଇଲା

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସଂଜୟ ରାଉତଙ୍କୁ ସଂସଦୀୟ ଦଳର ନେତା ପଦରୁ ହଟାଇ ତାଙ୍କ ସ୍ଥାନରେ ଲୋକସଭା ସାଂସଦ ଗଜାନନ କୀର୍ତ୍ତିକରଙ୍କୁ ନିଯୁକ୍ତ କରିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ…

ଆଦାନୀ ପରେ ଟ୍ବିଟରର ପୂର୍ବତନ ମାଲିକ ଜ୍ୟାକ ଡୋର୍ସି ହିଣ୍ଡେନବର୍ଗର ନୂଆ ଟାର୍ଗେଟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ପରେ ସର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଗୁରୁବାର ଟ୍ବିଟରର ପୂର୍ବତନ ମାଲିକ ଜ୍ଯାକ ଡୋର୍ସିଙ୍କ କମ୍ପାନୀ ବ୍ଲକ୍ ଇନକୁ ଟାର୍ଗେଟ କରିଛି। ହିଣ୍ଡେନବର୍ଗର ରିପୋର୍ଟ ପରେ ସଂପୃକ୍ତ କମ୍ପାନୀର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଏହି ଆମେରିକାନ ସଂସ୍ଥା ଦାବି କରିଛି…

ପୁଣିଥରେ ନିର୍ବାଚନ କମିଶନଙ୍କ ନିକଟରେ ଇଭିଏମ୍ ପ୍ରସଙ୍ଗ ଉଠାଇବ ବିରୋଧୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପାଗ ଭିଡିବା ଆରମ୍ଭ କରିଛନ୍ତି। ଆଉ ୨୦୧୯ ନିର୍ବାଚନ ଭଳି ଚଳିତଥର ମଧ୍ୟ ବିରୋଧୀ ଦଳ ଇଭିଏମକୁ ସନ୍ଦେହ ଆଖିରେ ଦେଖିବା ଆରମ୍ଭ କରିଛନ୍ତି । ଗତକାଲି ମହାରାଷ୍ଟ୍ରରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଆହ୍ବାନକ୍ରମେ ଇଭିଏମ୍ ମେସିନ୍ ପ୍ରସଙ୍ଗ…

ଶାମ୍ଭବୀ ପୁରସ୍କାର ୨୦୨୩ରେ ସାମାଜିକ ପରିବର୍ତ୍ତନକାରୀ ସମ୍ମାନିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍‌ଲିମିଟେଡ଼ (ଇମ୍ପା)ର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଆଡଭୋକେସି କ୍ଷେତ୍ରରେ ଯୋଗଦାନ ପାଇଁ ଡଃ ମହମ୍ମଦ ଇମ୍ରାନ୍ ଅଲ୍ଲୀଙ୍କୁ…

ରାହୁଲ ଗାନ୍ଧୀଙ୍କ ସହ ଅଛି ଓଡ଼ିଶା କଂଗ୍ରେସ: ଶରତ ପଟ୍ଟନାୟକ

ଭୁବନେଶ୍ୱର: ନରେନ୍ଦ୍ର ମୋଦି ସରକାର ବ୍ୟକ୍ତିର ବାକ୍ ସ୍ୱାଧୀନତା ଉପରେ ସଂପୂର୍ଣ୍ଣରୂପେ ରୋକ ଲଗାଇବା ପାଇଁ ଆଜିକୁ ୮ବର୍ଷ ହେଲା କାର୍ଯ୍ୟ କରୁଛି । ଏକଛତ୍ର ବାଦ ଶାସନ ବ୍ୟବସ୍ଥାକୁ ଆପଣାଇବା ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଚେଷ୍ଟା ଚଳାଇଛନ୍ତି । ସତ୍ୟ ଓ ଅହିଂସାର ମାର୍ଗ ରାହୁଲ…

୨୦୨୩ ଏସିଆ କପ ପାକିସ୍ତାନରେ ହୋଇପାରେ

ନୂଆଦିଲ୍ଲୀ: ୨୦୨୩ ଏସିଆ କପ କ୍ରିକେଟ ପାକିସ୍ତାନରେ ହୋଇପାରେ । ଗୁରୁବାର କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ଓ ପିସିବି ଏଥିନେଇ ଆଲୋଚନା କରିଛନ୍ତି । ଏସିଆ କପ ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି । ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ଡରେ ଭାରତ ମ୍ୟାଚ ଆୟୋଜନ…

ଯକ୍ଷ୍ମା ଓ ମେରୁଦଣ୍ଡ ଯକ୍ଷ୍ମା ରୋଗର ନିରାକରଣ ସମ୍ଭବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ ଯକ୍ଷ୍ମାରୋଗ ପ୍ରତି ସଚେତନତା ସୃଷ୍ଟି ସହ ଏହାର  ନିରାକରଣ ‘ବିଶ୍ୱ ଯକ୍ଷ୍ମା ଦିବସ’ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୪ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ…