Latest Odisha News

BREAKING NEWS

ସୋନୁ ନିଗମଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଘରୁ ଚୋରି ହୋଇଛି । ତାଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଏନେଇ ତାଙ୍କ ବାପା ଅଗମ କୁମାର ନିଗମ ଥାନାରେ ଅଭିଯୋଗ କରିଛନ୍ତି । ଘରର ପୂର୍ବତନ ଡ୍ରାଇଭରଙ୍କୁ ସେ ସନ୍ଦେହ କରୁଥିବା ପୋଲିସ ଆଗରେ କହିଛନ୍ତି । ମୁମ୍ବାଇର…

ଅପରାଧୀଙ୍କୁ ଧରୁଛି ଚଷମା : ଅପରାଧୀଙ୍କୁ ଦେଖିଲେ ବାଜି ଉଠିବ ଆଲାରାମ୍

ଚୀନ୍‌: ସମଗ୍ର ବିଶ୍ୱରେ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ପ୍ରକାରର କୌଶଳ ବ୍ୟବହାର କରାଯାଉଛି । ଏହି ପ୍ରସଙ୍ଗରେ ଚୀନ୍ ଆଗରେ ରହିଛି । ଏଠାରେ ପୋଲିସକୁ ଏକ ବିଶେଷ ପ୍ରକାରର ଚଷମା ଦିଆଯାଇଛି ଯାହା ଅପରାଧୀଙ୍କୁ ଚିହ୍ନିଥାଏ । ଏହି ଚଷମା ସାମ୍ନାରେ ଜଣେ ଅପରାଧୀ ଆସିବା ମାତ୍ରେ ତୁରନ୍ତ ଏକ…

ସାଟେଲାଇଟ୍ କରୁଛି ଆକାଶକୁ ଉଜ୍ୱଳ

କୁହାଯାଉଛି ଯେ, ଆକାଶ ଏବେ ପୂର୍ବ ଅପେକ୍ଷା ଅଧିକ ଉଜ୍ୱଳ ଦେଖାଯାଉଛି । ଏହାର କାରଣ ଜାଣିବା ପାଇଁ ଅନେକ ପରୀକ୍ଷା ନିରୀକ୍ଷା ପରେ ତଥ୍ୟ ସାମ୍ନାକୁ ଆସିଛି । ଗବେଷକମାନେ ମତ ରଖିଛନ୍ତି ଯେ, ଏହା ମୁଖ୍ୟ କାରଣ ହେଉଛି କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍ । ଛୋଟ ଛୋଟ ତାରା ଯେଭଳି ଅନ୍ଧକାର ରାତିରେ…

ବୋବାଲରେ ନଜର ଆସିବେ ବରୁଣ-ଜାହ୍ନବୀ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ଏବଂ ଅଭିନେତ୍ରୀ ଜାହ୍ନବୀ କପୁର କିଛି ଦିନ ହେଲା ଚର୍ଚ୍ଚାରେ ରହିଆସିଛନ୍ତି । ଉଭୟଙ୍କୁ ଫିଲ୍ମ ବୋବାଲରେ ଏକାଠି ଦେଖିବାକୁ ମିଳିବେ । ଏହି ଫିଲ୍ମଟି ବରୁଣ ଏବଂ ଜାହ୍ନବୀଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ସେମାନେ ପ୍ରଥମ ଥର ଏକାଠି ନଜର ଆସିବେ । ଏହି…

ଝିଅ ହେବ ତ ଏମିତି: ସାପ କାମୁଡ଼ିଥିବା ମାଆ ଦେହରୁ ବିଷ ବାହାର କଲା ଝିଅ

କର୍ଣ୍ଣାଟକ: ଜଣେ ମହିଳାଙ୍କୁ କାମୁଡ଼ି ଦେଲା ବିଷାକ୍ତ ସାପ । ଝିଅ ପାଟିରେ ବିଷ କାଢି ମାଆଙ୍କ ଜୀବନ ରକ୍ଷା କଲା । ଏହା ଆପଣଙ୍କୁ ଏକ ଚଳଚ୍ଚିତ୍ରର ଦୃଶ୍ୟ ପରି ଲାଗୁଥିବ । ବାସ୍ତବରେ ଘଟଣାଟି ସତ । କର୍ଣ୍ଣାଟକରେ ଏମିତି ଏକ ଘଟଣା ଘଟିଛି । କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାର ପୁଟୁର…

ଓଡ଼ିଶା ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ବିରୋଧୀ ଦଳ ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି । ମିଛର ଆଶ୍ରୟ ନେଇ ବିରୋଧୀ ଦଳ ନେତା ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି । କିନ୍ତୁ ମିଛକୁ ରଣନୀତି କରି ବିରୋଧୀ ଦଳ କେବେବି ଲୋକଙ୍କ ଭରସା ଜିତି ପାରିବ ନାହିଁ।  ଆଜି ବିରୋଧୀ ଦଳ ନେତା…

ଜାଗା ମିଶନର ହିତାଧିକାରୀ ଚୟନ ତାଲିକାରେ ଅନିୟମିତତା ଓ ଚଞ୍ଚକତା ହୋଇଛି: କଂଗ୍ରେସ

ଭୁବନେଶ୍ୱର: ୨୦୧୭ ମସିହାରେ ରାଜ୍ୟ ସରକାର ଜାଗା ମିଶନ ଗଠନ କରିଥିବା ବେଳେ ମୂଳ ଉଦ୍ଦେଶ୍ୟ ଥିଲା ରାଜ୍ୟର ସହରାଞ୍ଚଳର ବସ୍ତିମାନଙ୍କରେ ବାସ କରୁଥିବା ଗରିବ, ଭୂମିହୀନ ପରିବାରକୁ ଜମି ଅଧିକାର ଦେବା । କିନ୍ତୁ ଏଥିରେ ସରକାର କିଭଳି ଦୁର୍ନୀତି କରିଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ ।…

ବିରୋଧୀ ଦଳ ନେତାଙ୍କୁ ସାର୍ଟିଫିକେଟ ଦେବେ ଓଡ଼ିଶାବାସୀ, ବିଜେଡି ନୁହେଁ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ଥ ନେଇ ବିରୋଧୀଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ସମାଲୋଚନା କରିଥିଲେ । କହିଥିଲେ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ତ ପୁଞ୍ଜିନିବେଶ କେମିତି ଆସୁଛି ? ନବୀନଙ୍କ କାଉଣ୍ଟର ପରେ ବିଜେପି ପୁଣି ଥରେ ଟାର୍ଗେଟ୍…

୪୪୧୧ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟରେ ତିରୁପତି ମନ୍ଦିର ଟ୍ରଷ୍ଟ

ହାଇଦ୍ରାବାଦ: ପ୍ରସିଦ୍ଧ ତିରୁପତି ମନ୍ଦିରର ବାର୍ଷିକ ବଜେଟ ଜାରୀ କରାଯାଇଛି । ଏଥିରେ ଏପ୍ରିଲ ୧ରୁ ଆରମ୍ଭ ହେଉଥିବା ନୂତନ ଆର୍ଥର୍କ ବର୍ଷରେ ୪୪୧୧ କୋଟି ଟଙ୍କାର ରାଜସ୍ୱ ଟାର୍ଗେଟ ରଖାଯାଇଛି । ଟ୍ରଷ୍ଟର ସଭାପତି ସୁବା ରେଡ୍ଡୀଙ୍କ ମତରେ ଚଳିତ ବର୍ଷ ଏହା ୩୦୯୬ କୋଟି ଟଙ୍କା ରହିଥିଲା । କରୋନା…

ପୁଣି ମନେ ପଡ଼ିଲା ମହାନଦୀ ! କେନ୍ଦ୍ର ଓ ଛତିଶଗଡକୁ ଦାୟୀ କଲେ ଦେବୀ, କଟାକ୍ଷ କଲେ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ବର : ବେଶ କିଛି ଦିନର ନିରବତା ପରେ ବୁଧବାର ବିଧାନସଭାରେ ଶୁଭିଛି ମହାନଦୀ ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ବିଜେଡି ବିଧାୟକ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଦେବୀ ମିଶ୍ର କହିଛନ୍ତି, ମହାନଦୀର ଜଳ ଉପରେ ଅଢ଼େଇ କୋଟିରୁ ଅଧିକ…