Latest Odisha News

BREAKING NEWS

୨୮ ବର୍ଷ ବୟସରେ ୯ଟି ସନ୍ତାନ ମାଆ ହେଲେ ମହିଳା: ୧୦ ବର୍ଷ ପର୍ଯ୍ୟନ୍ତ ଲଗାତାର ହୋଇଥିଲେ ଗର୍ଭବତୀ

ୱାଶିଂଟନ: ଜଣେ ମହିଳା ମାଆ ହେବା ଖୁସିର କଥା । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶିଶୁଟି ଜନ୍ମ ହେବା ପରେ ତାର ଲାଲନପାଳନ ଠିକ୍ ଭାବେ ହେବା ଜରୁରୀ । ଏଥିସହିତ ମହଙ୍ଗା ଯୁଗରେ ସେମାନଙ୍କ ଶିକ୍ଷା ଏବଂ ଆବଶ୍ୟକ ସାମଗ୍ରୀ ପୂରଣ କରିବା ନିହାତି କଷ୍ଟକର । ଏହି କାରଣରୁ ଆଜିର…

ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ !

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଳି ଦେଖିବାକୁ ମିଳୁଛି । କଂଗ୍ରେସ ଠାରୁ ତୃଣମୂଳ କଂଗ୍ରେସ ଦୂରେଇ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମମତା…

କାଳବୈଶାଖୀ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୩ ଜିଲ୍ଲାରେ ଛେଚିବ କୁଆପଥର

ଭୁବନେଶ୍ୱର: ରାଜ୍ଯରେ ଆଉ ୩ ଦିନ କାଳବୈଶାଖୀ ବର୍ଷା ଲାଗି ରହିବ । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି ସକାଳ ୮ଟା ୩୦ ଯାଏ ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ…

ଅଜବ ମାମଲା: ଡ଼ାକ୍ତରଙ୍କ ଅବହେଳାରୁ ଶୁଆର ମୃତ୍ୟୁ ଅଭିଯୋଗ

କାନପୁର: କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଡ଼ାକ୍ତରଙ୍କ ଅବହେଳାରୁ ଗୋଟେ ଶୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶୁଆର ମାଲିକ ହସପିଟାଲରେ ହୋହଲ୍ଲା କରିବା ସହ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୋଲିସ ତତ୍ପରତା…

୯୦ରୁ ୯୧ ଦିନ ହେଲେ ଆତ୍ମାହୁତି; ଏମିତି ଚେତାବନୀ ଦେଇ ଆନ୍ଦୋଳନ ସ୍ଥଗିତ କଲା ଡ୍ରାଇଭର ମହାସଂଘ

ଭୁବନେଶ୍ୱର: ଶେଷରେ ଡ୍ରାଇଭର ମହାସଂଘ ନିଜ ଜିଦରୁ ଓହରିଲା । ଅନ୍ଦାେଳନ ପ୍ରତ୍ୟାହାର କଲା ଡ୍ରାଇଭର ମହାସଂଘ । ଏ ନେଇ ସୂଚନା ଦେଇଛନ୍ତି ମହାସଂଘ ସଭାପତି  ପ୍ରଶାନ୍ତ ମେନ୍ଦୁଲି । ୩ ମାସ ପାଇଁ ଆନ୍ଦୋଳନ ସ୍ଥଗିତ ରହିବା ନେଇ ସୂଚନା ଦେଇଛନ୍ତି ସଭାପତି । ତେବେ ୯୧ ଦିନ ହେଲେ ଆତ୍ମାହୁତି ଦେବୁ…

ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଇଶିତା

ମୁମ୍ବାଇ: ବିବାହର ୬ ବର୍ଷ ପରେ ମାଆ ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ଇଶିତା ଦତ୍ତ । ଏହାକୁ ନେଇ ସେ ଓ ତାଙ୍କ ପରିବାର ଲୋକେ ବହୁତ ଖୁସି ଥିବା କହିଛନ୍ତି । ନିକଟରେ ଇଶିତା ବିମାନବନ୍ଦରରେ ଯାଉଥିବା ବେଳେ ଗର୍ଭବତୀ ଥିବା ସ୍ପଷ୍ଟ ନଜରକୁ ଆସିଛନ୍ତି । ଚିତାକର୍ଷକ ଅଭିନୟ ପାଇଁ ଇଶିତା…

ଜିନ୍ସ ବଟନ୍‌ରେ କଳାକୃତିି: ଦେଖିଲେ ଯେ କେହି ହେବେ ଆଶ୍ଚର୍ଯ୍ୟ

ତୁର୍କି: ଜଣେ କଳାକାରଙ୍କ ଚିନ୍ତାଧାରା ସମସ୍ତଙ୍କଠାରୁ ଭିନ୍ନ । ବିଶେଷକରି କୌଣସି ବ୍ୟକ୍ତିଙ୍କ ସୃଜନଶୀଳତାର ପରିଧି ନିର୍ଦ୍ଧିଷ୍ଟ ସୀମା ଭିତରେ ସୀମିତ ନୁହେଁ । ହୁଏତ ଆପଣ ଅନେକ କଳାକାରଙ୍କ କଳାକୃତି ଦେଖିଥିବେ ନିଶ୍ଚୟ । କିନ୍ତୁ ଆମେ ଯେଉଁ କଳାକାରଙ୍କ କଳାକୃତି ସମ୍ପର୍କରେ କହିବାକୁ…

ତୃତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ, ଚେତାବନୀ ଦେଲେ ପୋଲିସ ଡିଜି

ଭୁବନେଶ୍ୱର: ଥମୁନି ଡ୍ରାଇଭର ଏକତା ମହାସଂଘର ଆନ୍ଦୋଳନ । ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ ମହାସଂଘ ଭେଟିବା ପରେ ୩ ମାସ ମଧ୍ୟରେ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିଲା । ହେଲେ ଆଜି ସ୍ଥିତି ବଦଳିନି । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭର…

୭୦୦ ଲୋକଙ୍କୁ ଗୋଟିଏ ନଳକୂପ, ଅଚଳକୁ ସଜାଡ଼ୁନି ପ୍ରଶାସନ

ଜୟପୁର: ଖରା ଆରମ୍ଭ ହେଲାଣି ହେଲେ ପ୍ରଶାସନର ନିଘା ନାହିଁ । ମାସ ମାସ ଧରି ନଳକୂପ ଅଚଳ ହୋଇ ପଡ଼ିଥିଲେ ବି ମରାମତି ହେଉନି । ଫଳରେ ଲୋକେ କିଲୋ କିଲୋ ମିଟର ଚାଲି ଚାଲି ଯାଇ କୂଅ ଓ ପୋଖରି ପାଣି ପିଉଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଗ୍ରୀଷ୍ମ ଆରମ୍ଭରୁ ଦେଖା ଦେଇଛି ଜଳକଷ୍ଟ ।…