Latest Odisha News

BREAKING NEWS

ପ୍ରତ୍ୟାହୃତ ହେଲା ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ ଆନ୍ଦୋଳନ

ଭୁବନେଶ୍ୱର: ପ୍ରତ୍ୟାହୃତ ହେଲା  ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘର ଆନ୍ଦୋଳନ । ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରୁ ନାହାନ୍ତି ଏହି ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ । ଫଳରେ ତାଙ୍କୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଛି । ଏହାର ପ୍ରତିବାଦରେ ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ ଧାରଣା…

ଏହି କାରଣରୁ ନୋବେଲ ଶାନ୍ତି ପୁରସ୍କାର ପାଇବେ କି ମୋଦି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିବ କି ନୋବେଲ ପୁରସ୍କାର! ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋର ଧରିଛି । ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିପାରେ ବୋଲି ଲାଗି ରହିଛି । ବାସ୍ତବରେ ନୋବେଲ ଶାନ୍ତି ପୁରସ୍କାର କମିଟିର ଉପାଧ୍ୟକ୍ଷ ଅସଲେ ତୋଜେ ଏକ…

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଦୁଃଖଦ ଘଟଣା: ପରୀକ୍ଷା ଦେବାବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

କୋରାପୁଟ: ସକାଳୁ ସକାଳୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ । ହଲରେ ବସି  ପରୀକ୍ଷା ବି ଦେଉଥିଲେ । ହେଲେ ପରୀକ୍ଷା କେନ୍ଦ୍ରରେ ଚାଲିଗଲା ଛାତ୍ରଙ୍କ ଜୀବନ । ଏମିତି ଦୁଃଖଦ ଘଟଣା ଆସିଛି କୋରାପୁଟ ଜିଲ୍ଲାରୁ । ମୃତ ଛାତ୍ରଙ୍କ ନା କୁନା ପୂଜାରୀ ଓ ସେ ମାଲୁ ସାଆନ୍ତ ସ୍କୁଲର ଛାତ୍ର ।…

ଆକ୍ସନ ସୁଟିଂ ବେଳେ ଆହତ ହେଲେ ବଲିଉଡ ଅଭିନେତ୍ରୀ ଦିବ୍ୟା ଖୋସଲା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ-ନିର୍ଦ୍ଦେଶିକା ଦିବ୍ୟା ଖୋସଲା କୁମାର ତାଙ୍କ ଫିଲ୍ମର ସୁଟିଂ ସମୟରେ ଆହତ ହୋଇଛନ୍ତି । ଖୋଦ ଦିବ୍ୟା ଏବିଷୟରେ ନିଜେ ତାଙ୍କ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ମୁହଁରେ…

ରାଜ୍ୟରେ ଆରମ୍ଭ ହେଲା “ବାଲ୍ ଆଧାର” ! ସହଜ ହେବ ନେବାକୁ ସରକାରୀ ସେବା

ଖୋର୍ଦ୍ଧା - ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର । ଯାହାକୁ ଲକ୍ଷ୍ୟରେ ରଖି ରାଜ୍ୟରେ ଆରମ୍ଭ ହୋଇଛି “ବାଲ୍ ଆଧାର” । ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପଡେଟ କରିବାକୁ ଭ୍ରାମ୍ୟମାଣ ଆଧାର ସେବା ଭ୍ୟାନକୁ ଜିଲ୍ଲାପାଳ କେ. ସୁଦର୍ଶନ…

ଓଡ଼ିଶା-ଆନ୍ଧ୍ର ସୀମାରେ ଅଟକିଛି ହଜାର ହଜାର ଟ୍ରକ୍‌

ବ୍ରହ୍ମପୁର: ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଉପରେ ଗୁରୁତର ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି । କାରଣ କେବଳ ଯାତ୍ରୀବାହୀ ନୁହଁ, ବରଂ ମାଲ୍ ବାହୀ ଗାଡ଼ିଗୁଡ଼ିକ ମଧ୍ୟ ରାସ୍ତାରେ ଅଟକିଛି । ଶହେ କି ଦୁଇ ଶହ ନୁହଁ, ବରଂ ହଜାରେରୁ ଅଧିକ ଜାତୀୟ ରାଜପଥ ଉପରେ ଠିଆ…

ୱାର୍ନର ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ, ଅକ୍ଷର ସମ୍ଭାଳିବେ ଉପ-ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ -୧୬ ସିଜିନ ପୂର୍ବରୁ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏକ ବଡ ନିଷ୍ପତ୍ତି ନେଇଛି । ଦିଲ୍ଲୀ ପକ୍ଷରୁ ଆଜି ନୂତନ ଅଧିନାୟକ ଓ ଉପ-ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । ଋଷଭ ପନ୍ତ ଦୁର୍ଘଟଣାରେ ଆହତ ହେବା ପରେ ସେ ଆଇପିଏଲରୁ ବାଦ ପଡ଼ିଥିଲେ । ଆଉ…

ରାସ୍ତାକଡରେ କାଠ ଚୁଲିରେ ରାନ୍ଧୁଥିବା ଏହି ମହିଳାଙ୍କର ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ କି ସମ୍ପର୍କ ରହିଛି ?

ତିରୁଅନନ୍ତପୁରମ:ଖୁବ ସାଧାସିଧା ମହିଳା  ଜଣେ । ସାଧାରଣ ଶାଢୀ ପିନ୍ଧିଛନ୍ତି । ମାଟି ଚୁଲାରେ ରୋଷେଇ କରୁଛନ୍ତି, ପୁଣି ରାସ୍ତା କଡରେ । ତାଙ୍କର ବେଶପୋଷାକ, କାମ ବିଶେଷ କରି ତାଙ୍କ ମୁହଁରେ ଚିକଚିକ କରୁଥିବା ହସ ଦେଖିଲେ ତାଙ୍କ ଆଡକୁ ମନ ଆପେ ଆପେ ଆକର୍ଷିତ ହୋଇଯିବ । ଆପଣ ହୁଏତ…

ପୁରୀରେ ଆପ ଆରମ୍ଭ କଲା ବିଜୁଳି ଆମ ଅଧିକାର କ୍ୟାମ୍ପେନ

ପୁରୀ:ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ପୁରୀରେ ଆରମ୍ଭ କରାଯାଇଛି ବିଜୁଳି ଆମ ଅଧିକାର କ୍ୟାମ୍ପେନ । ବେସରକାରୀ କମ୍ପାନୀକୁ ଫାଇଦାରେ ରଖିବା ପାଇଁ ବିଜେଡି ସାଧାରଣ ଲୋକଙ୍କୁ ହଇରାଣ କରୁଛି ବୋଲି ଆପ ଟାର୍ଗେଟ କରିଛି । ଅତି କମରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେୟ ଛାଡ କରାଯିବା ପାଇଁ…

ମନ୍ଥର ଗତିରେ ଏସ୍‌ସିବି ମେଡିକାଲ କଲେଜ୍‌ ନିର୍ମାଣ କାର୍ଯ୍ୟ; ନିର୍ମାଣକାରୀ ସଂସ୍ଥାକୁ ୧୫ କୋଟି ଫାଇନ୍

କଟକ; ଏସ୍‌ସିବି ମେଡିକାଲ କଲେଜ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ୨୦୨୩ ସୁଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଥିବା ବେଳେ କାମ ଆଗେଇପାରୁନି। ବର୍ତ୍ତମାନ ସୁଦ୍ଧା ମାତ୍ର ୬ ରୁ ୭ ପ୍ରତିଶତ କାମ ଶେଷ ହୋଇଛି। ନିର୍ଦ୍ଧାରିତ…