ଜି-ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ସାଲୁଗା ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନଙ୍କୁ ୧୧୨୬୧ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ସାଲୁଗା ପ୍ରଧାନ ସମୁଦାୟ ୫୩୨୩୮ ଭୋଟ୍ ପାଇଥିବାବେଳେ ଶ୍ୟାମଘନ ପ୍ରଧାନଙ୍କୁ ମିଳିଛି ୪୧୯୭୭ଟି ଭୋଟ୍ । ବିଜେପି ପ୍ରାର୍ଥୀ ଅର୍ଚ୍ଚନା ପ୍ରଧାନ ୩୫୯୯୮ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
Latest Posts
ଭାରତରୁ ୧୦ ମିଲିୟନ୍ ଆଷ୍ଟ୍ରା ଜେନେକା ଟିକା ନେବ ବ୍ରିଟେନ
ନୂଆଦିଲ୍ଲୀ: ବ୍ରିଟେନ ସରକାର ମଙ୍ଗଳବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ୧୦ ମିଲିୟନ୍ ଆଷ୍ଟ୍ରା ଜେନେକା କରୋନା ଟିକା ଗ୍ରହଣ କରାଯିବ।
ରିପୋର୍ଟ ଅନୁଯାୟୀ ସର୍ବ ବୃହତ ଟିକା ଉତ୍ପାଦନକାରୀ ସଂସ୍ଥା ଏସ୍ଆଇଆଇ ଗରିବ...
ବନ୍ଧୁକ ମୁନରେ ଜଳେଶ୍ୱରର ଯୁବକ ପଣବନ୍ଦୀ
ସୋର: ୮ ଲକ୍ଷ ଟଙ୍କା ଦିଅ… ସ୍ୱାମୀକୁ ମୁକୁଳାଇ ନିଅ । ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କିଛି ଦୁର୍ବୃତ୍ତ ପଣବନ୍ଦୀ କରି ରଖି ୮ ଲକ୍ଷ ଟଙ୍କା ଦାବି କରିଛନ୍ତି । ଏନେଇ ଏକ ଭିଡିଓ...
ଦେଶରେ ଗତ ୨୪ ଘଣ୍ଟାରେ ୧୪,୯୮୯ ନୂଆ ମାମଲା ଚିହ୍ନଟ; ମୃତ୍ୟୁ ସଂଖ୍ୟା ୯୮
ନୂଆଦିଲ୍ଲୀ: କରୋନାର ସକ୍ରିୟ ମାମଲା ଦେଶରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୯୮୯ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ...
କରୋନା ଅପଡ଼େଟ୍
ଦେଶରେ ଗତ ୨୪ ଘଣ୍ଟାରେ ୧୪,୯୮୯ ନୂଆ ମାମଲା ଚିହ୍ନଟ; ମୃତ୍ୟୁ ସଂଖ୍ୟା ୯୮
ନୂଆଦିଲ୍ଲୀ: କରୋନାର ସକ୍ରିୟ ମାମଲା ଦେଶରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୯୮୯ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ...
ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ଏବେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ...
କରୋନା ସଂକ୍ରମଣ ଭୟ; ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସତର୍କତା ପାଇଁ ନୋଟିସ ଜାରି
ସମ୍ବଲପୁର: ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ କରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ। ଏପରିକି ସଂକ୍ରମଣ ଆଶଙ୍କାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।
ବିଶ୍ୱବିଦ୍ୟାଳୟ ହଷ୍ଟେଲର ମୁଖ୍ୟ ୱାର୍ଡେନ ପ୍ରଫେସର ବି ସତ୍ୟପାଠୀଙ୍କ ଦ୍ଵାରା...