Latest Odisha News

BREAKING NEWS

ପତ୍ନୀଙ୍କୁ ବିଏମଡବ୍ଲ୍ୟୁ କାର ଉପହାର ଦେଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଗୋବିନ୍ଦା କରୱାଚୌଥ ଅବସରରେ ପତ୍ନୀ ସୁନୀତାଙ୍କୁ ବିଏମଡବ୍ଲ୍ୟୁ କାର ଉପହାର ଦେଇଛନ୍ତି । ଏହି କାର ବିଏମଡବ୍ଲ୍ୟୁ ୩ ସିରିଜର ଗ୍ରେନ ଲିମୋଜିନ ଶ୍ରେଣୀର । ଏହାର ଆନୁମାନିକ ମୂଲ୍ୟ ୬୨.୯୬ ଲକ୍ଷ ଟଙ୍କା ହେବ । ସେ ଇନଷ୍ଟାଗ୍ରାମରେ ପତ୍ନୀଙ୍କ ସହ ଏ ନେଇ ଏକ ସୁନ୍ଦର ଫଟୋ ମଧ୍ୟ ଶେୟାର କରିଛନ୍ତି ।

BjdElectrycity

ଏଥିସହ ସେ ଲେଖିଛନ୍ତି ମୋର ଶ୍ରେଷ୍ଠ ବନ୍ଧୁ, ପ୍ରେମ ଓ ୨ ପିଲାଙ୍କ ମାଆଙ୍କୁ ଏହି କାର ଉପହାର ଦେଉଛି । ସବୁ ବର୍ଷ ପରି ସୁନୀତା ମଧ୍ୟ ଏଥର ସମସ୍ତ ନୀତି ନିୟମ ମାନି କରୱାଚୌଥ ପାଳନ କରିଥିଲେ ।

Leave A Reply

Your email address will not be published.