ନୂଆଦିଲ୍ଲୀ: ଭାରତ ସରକାର ଆଜି ପାକିସ୍ତାନର ୬ ସମେତ ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛନ୍ତି । ଏହି ଚ୍ୟାନେଲଗୁଡିକ ମିଥ୍ୟା ନ୍ୟୁଜ ପ୍ରସାର କରି ଦେଶରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ଏ ନେଇ ନିର୍ଦ୍ଦେଶନାମା ଜାରୀ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ଚ୍ୟାନେଲଗୁଡିକର ଦର୍ଶକଙ୍କ ସଂଖ୍ୟା ୬୮ କୋଟି ରହିଥିଲା । ଏହା ପୂର୍ବରୁ ଚଳିତ ବର୍ଷ ଜାନୁୟାରୀରେ ୨୨ ଅନ୍ୟ ଚ୍ୟାନେଲକୁ ମଧ୍ୟ ବ୍ୟାନ କରାଯାଇଥିଲା । ସାମ୍ପ୍ରଦାୟିକ ବିଦ୍ୱେଷ ବଢ଼ାଇବା, ଭୟର ବାତାବରଣ ଖେଳାଇବା ଏବଂ ଜନସାଧାରଣ ବ୍ୟବସ୍ଥାକୁ ଏହି ଚ୍ୟାନେଲଗୁଡିକର ମୁଖ୍ୟ ଷଡଯନ୍ତ୍ର ରହିଛି ।
ବ୍ୟାନ ହୋଇଥିବା ଚ୍ୟାନେଲ
ଭାରତ
୧. ସାଇନି ଏଜୁକେଶନ ଦେଖୋ ୨.ଟେକ୍ନିକାଲ ଯୋଗେନ୍ଦ୍ର ୩.ଆଜ ତେ ନ୍ୟୁଜ ୪.ହିନ୍ଦୀ ମେ ଦେଖୋ ୫.ଏସବିବି ନ୍ୟୁଜ, ୬. ଡିଫେନ୍ସ ନ୍ୟୁଜ ୨୪ଗୁଣନ୭ ୭.ଦି ଷ୍ଟଡି ଟାଇମ ୮.ଲାଟେଷ୍ଟ ଅପଡେଟ ୯.ଏମଆରଏଫ ଟିଭି ଲାଇଫ ୧୦.ତହଫୁଜ ଇ ଡିନ ଇଣ୍ଡିଆ ।
ପାକିସ୍ତାନ
୧.ଆଜତକ ପାକିସ୍ତାନ ୨.ଡିସ୍କଭର ପଂଏଟ ୩. ରିୟଲିଟି ଚେକ ୪. କାଇଜର ଖାଁ ୫.ଦି ଭଏସ ଅଫ ଏସିଆ ୬.ବୋଲ ମେଡିଆ ବୋଲ ।
BREAKING NEWS
- Delhi Security: ଅଭେଦ୍ୟ ଦୁର୍ଗ ପାଲଟିବ ଦିଲ୍ଲୀ! CJP ଆନ୍ଦୋଳନ ପୂର୍ବରୁ ୨୩ ହଜାର ଯବାନ ମୁତୟନ, ୧୫୦ ବଡିକ୍ୟାମ୍ରେ ହେବ ନଜରବନ୍ଦୀ!
- Green Card freeze: ହାତରୁ ଚାଲିଯିବ ଆମେରିକା ଚାକିରୀ? ମିଳିବନି ଗ୍ରୀନ୍ କାର୍ଡ! TCS, Infosys, Wipro କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ବଢ଼ିଲା ଚିନ୍ତା
- IED ନିଷ୍କ୍ରିୟ ବେଳେ ବଡ଼ ଧରଣର ବିସ୍ପୋରଣ, ଚାରି ଯବାନ ଗୁରୁତର
- ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ଅଭିନେତା ନାନା ପାଟେକର
- ଦଶହରାରେ ଲଘୁଚାପ ଆଶଙ୍କା: ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଛାତ୍ର ସଂସଦ ନିର୍ବାଚନ କାଉଣ୍ଟଡାଉନ, ଆଜି ଦାଖଲ ହେବ ପ୍ରାର୍ଥିପତ୍ର
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର

Comments are closed.