Latest Odisha News

BREAKING NEWS

ଭାରତ ଛାଡ ଆନ୍ଦୋଳନ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବେ ସାରା

ମୁମ୍ବାଇ: କୁଲୀ ନମ୍ବର ୱାନ ଓ ଅତରଙ୍ଗୀ ରେ ଫିଲ୍ମ ପରେ ସାରା ଅଲୀ ଖାଁଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ଏବେ ସେ ୧୯୪୨ ଭାରତ ଛାଡ ଆନ୍ଦୋଳନ ଉପରେ ଆଧାରିତ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏକ ଥି ଡାୟନ ନିର୍ଦ୍ଦେଶକ କାନନ ଆୟାର ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । କରନ ଜୋହର ଧର୍ମା ପ୍ରଡକ୍ସନ ଏହାର ପ୍ରଯୋଜନ ଭାର ସମ୍ଭାଳିବେ । ଏହା ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ।

ସାରା ଏବେ ଅଶ୍ୱଥମା, ଗ୍ୟାସଲାଇଟ ଶୁଟିଂରେ ବ୍ୟସ୍ତ ଅଛନ୍ତି । ସୋସିଆଲ ସାଇଟରେ ବେଶ ଆକ୍ଟିଭ ରହୁଥିବା ସାରା ଉପରୋକ୍ତ ଫିଲ୍ମ ନେଇ ବେଶ ଉତ୍ସାହିତ ଅଛନ୍ତି । ଏହାର ମୂଖ୍ୟ ଭାଗର ଶୁଟିଂ ପ୍ରାୟତଃ ଶେଷ ହୋଇ ଯାଇଛି ।

Leave A Reply

Your email address will not be published.