Latest Odisha News

BREAKING NEWS

କାଳୀପୂଜା ପାଇଁ ବନ୍ଦ ରହିବ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ

ଭଦ୍ରକ: ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ସୋମବାର ଦିନ ବନ୍ଦ ରହିବ । ରବିବାର ଦିନ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଏହି ଛୁଟି ଘୋଷଣା କରିଛନ୍ତି ।

ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡିକ କିନ୍ତୁ ଖୋଲା ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.