Latest Odisha News

BREAKING NEWS

କଟକ ଏସସିବିରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏଁ ଗ୍ରୀନ କରିଡର , ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ କରାଗଲା

କଟକ : କଟକ ଏସସିବିରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ଗ୍ରୀନ କରିଡର । ଏହା କରାଯିବାର କାରଣ ଥିଲା ,କଟକ ଏସିସିବିରୁ ଜଣେ ଗୁରୁତର ରୋଗୀଙ୍କୁ ଏୟାରଲିଫଟ କରାଯାଇଛି । ବିମାନ ବନ୍ଦରରୁ ଏୟାରଲିଫଟି କରି ଇନ୍ଦମଣି ପାଣୀଙ୍କୁ ସୁରଟ ନିଆଯାଇଥିବା ସୂଚନା ମିଳିଛି । ଇନ୍ଦ୍ରମଣି ପାଣୀ ଓଡିଆ ଆଇଏସ ଅଧିକାରୀ ବା ସୁରଟ ମୁନିସପାଲଟି କମିଶନରଙ୍କ ବାପା ବୋଲି ଜଣାପଡିଛି । ତାଙ୍କ ପାଇଁ ଆଜି ଏହି ଏୟାରଲିଫଟ ବ୍ୟବସ୍ଥା କରାଯାଇଥିଲା । ଏନେଇ କଟକ ଏସସିବିରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏଁ ହାଇ ଆଲର୍ଟ ଜାରି କରାଯାଇଥିଲା ।

Comments are closed, but trackbacks and pingbacks are open.