Latest Odisha News

BREAKING NEWS

ଆଫଗାନିସ୍ତାନରେ ତାଲିବାନ ସରକାରର ନେତୃତ୍ୱ ନେବେ ମୁଲ୍ଲାହ୍‌ ହିବତୁଲ୍ଲା !

ନୂଆଦିଲ୍ଲୀ: ତାଲିବାନର ମୁଲ୍ଲାହ ହିବତୁଲ୍ଲା ଅଖଣ୍ଡଜଡା ଆଫଗାନିସ୍ତାନରେ ନୂତନ ସରକାର ଭାବେ ନେତୃତ୍ବ ଗ୍ରହଣ କରିବେ। ଯିଏ ଏପର୍ଯ୍ୟନ୍ତ ଜନସାଧାରଣଙ୍କ ଆଖିରୁ ଦୂରେଇ ରହିଛନ୍ତି।

ରିପୋର୍ଟ ଅନୁଯାୟୀ ତାଲିବାନ ଆଫଗାନିସ୍ତାନ ଚଳାଇବା ପାଇଁ ସେମାନଙ୍କର ସରକାରୀ ଗଠନ ଚୂଡାନ୍ତ କରିଛି। ହିବତୁଲ୍ଲା ଅଖଣ୍ଡଜଡା ତାଲିବାନ ସରକାରର ମୁଖ୍ୟ ଥିବାବେଳେ ତାଙ୍କ ଅଧୀନରେ ଜଣେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ରହିବେ ଯିଏ ଦେଶ ଚଳାଇବେ। ଖୁବ୍‌ ଶୀଘ୍ର ତାଲିବାନ ସରକାରଙ୍କ ଏହି ଘୋଷଣା କରିବେ ଆଶା କରାଯାଉଛି।

Leave A Reply

Your email address will not be published.