Latest Odisha News

BREAKING NEWS

ଅଭିନେତ୍ରୀ ହିନା ଖାନଙ୍କ ପିତାଙ୍କ ପରଲୋକ

ମୁମ୍ବାଇ: ମଙ୍ଗଳବାର ଦିନ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କ ପିତାଙ୍କ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି। ଏକ ମ୍ୟୁଜିକ୍ ଭିଡିଓ ସୁଟିଂ ପାଇଁ କାଶ୍ମୀର ଯାଇଥିଲେ ହିନା।

ପିତାଙ୍କ ଦେହାନ୍ତ ଖବର ଶୁଣିବା ପରେ ତୁରନ୍ତ ମୁମ୍ବାଇ ଫେରି ଆସିଥିବା ଜଣାପଡ଼ିଛି। ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ଏ ନେଇ କୌଣସି ବିବୃତ୍ତି ଜାରି କରାଯାଇନାହିଁ।

Comments are closed.