Latest Odisha News

ଶ୍ରୀଲଙ୍କା ଗସ୍ତ ବେଳେ ବାୟୁସୀମା ବ୍ୟବହାର ଲାଗି ଇମ୍ରାନଙ୍କୁ ଭାରତର ଅନୁମତି

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ବାୟୁସୀମା ବ୍ୟବହାର ଲାଗି ଅନୁମତି ଦେଇଛି । ଇମ୍ରାନ ଖାନଙ୍କ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି । ଗସ୍ତ ବେଳେ ଭାରତ ବାୟୁସୀମା ବ୍ୟବହାର ନେଇ ପାକିସ୍ତାନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଭାରତ ଅନୁମତି ପ୍ରଦାନ କରିଥିବା ବେଳେ ଆଜି ଇମ୍ରାନଙ୍କ ଶ୍ରୀଲଙ୍କା ଗସ୍ତ ରହିଛି ।

୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଓ ସାଉଦି ଆରବ ଗସ୍ତ ବେଳେ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନକୁ ବାୟୁସୀମା ବ୍ୟବହାର ଲାଗି ପାକିସ୍ତାନ ଅନୁମତି ଦେଇ ନଥିଲା ।

 

Leave A Reply

Your email address will not be published.