Latest Odisha News

BREAKING NEWS

Browsing Tag

Sri Lanka

ଦିନିକିଆ କ୍ରିକେଟରେ ଭାରତର ବଡ଼ ବିଜୟ, ୩୧୭ ରନରେ ହାରିଲା ଶ୍ରୀଲଙ୍କା

ଥିରୁଅନନ୍ତପୁରମ: ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୩-୦ରେ ଜିତି ନେଇଛି । ଏଥିସହ ଦିନିକିଆ କ୍ରିକେଟ୍ ଇତିହାସରେ ଭାରତ ସବୁଠୁ ବଡ଼଼ ବିଜୟ ହାସଲ କରିଛି । ୩୧୭ ରନରେ ତୃତୀୟ ଦିନିକିଆ ଜିତିଛି ଭାରତ । ବିରାଟ କୋହଲି ଅପରାଜିତ ୧୬୬ ରନର ପାଳି ଖେଳିଥିଲେ । ପ୍ରଥମେ…

ଆସନ୍ତା ୪୮ ଘଣ୍ଟାରେ ଶ୍ରୀଲଙ୍କା ଆଡ଼କୁ ମାଡ଼ିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର: ଆଜି ସକାଳେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଓ୍ୱେଲ ମାର୍କଡ୍ ଲଘୁଚାପ ସୃଷ୍ଟି ହୋଇଛି । କିନ୍ତୁ ଏହା ଭାରତ ଉପକୂଳ ଆଡ଼କୁ ଅଗ୍ରସର ହେବନାହିଁ । ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହୋଇ ଭାରତ ମହାସାଗର ନିକଟରେ ଏହା ଘୁରିବୁଲିବ । ପରେ  ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ…

ଆଫଗାନିସ୍ତାନକୁ ପରାସ୍ତ କଲା ଶ୍ରୀଲଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ୪ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ଆଫଗାନିସ୍ତାନ । ୧୯.୧ ଓଭରରେ ୬ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି…

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାନିଲ ବିକ୍ରମ ସିଂଘେଙ୍କ ବଡ଼ ଘୋଷଣା

କଲମ୍ବୋ: ଗୋଟାବାୟାଙ୍କ ଇସ୍ତଫା ପରେ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ବିକ୍ରମ ସିଂଘେ । ଶ୍ରୀଲଙ୍କା ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ରାନିଲଙ୍କୁ ଶପଥ ପାଠ କରାଇଛନ୍ତି । ଦେଶରେ ଆର୍ଥିକ ସଂକଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ମଙ୍ଗଳବାର ରାତିରେ…

ଜଳୁଛି ଶ୍ରୀଲଙ୍କା, ଅଧ ରାତିରେ ଲୁଚି କରି ମାଳଦ୍ୱୀପ ପଳାଇଲେ ଗୋଟାବାୟା  

କଲମ୍ବୋ: ଶ୍ରୀଲଙ୍କାରେ ସଂହାର ଲୀଳା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ଚାଲିଯିବା ପରେ ଅଶାନ୍ତ ଶ୍ରୀଲଙ୍କାରେ ହିଂସାର ସୁନାମି ମାଡ଼ି ଆସିଛି । ପ୍ରଧାନମନ୍ତ୍ରୀଙ୍କ ଆୱାସ, ସଂସଦ ଭବନ କବଜା କରିବା ପରେ ଆନ୍ଦୋଳନକାରୀ ସରକାରୀ ନ୍ୟୁଜ୍ ଚ୍ୟାନେଲରେ ପଶିଛନ୍ତି । ଏପରିକି ନ୍ୟୁଜ୍…

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

କଲୋମ୍ବୋ: ଶ୍ରୀଲଙ୍କାରେ କାଗଜ, ଡିଜେଲ ପରେ ଏବେ ବିଜୁଳି ସଙ୍କଟ । ପରିସ୍ଥିତି ଜଟିଳ ହେଉଥିବା ବେଳେ ଲୋକେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାକୁ ନଜରରେ ରଖି ଶ୍ରୀଲଙ୍କାର ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଦେଶର ସୁରକ୍ଷା ଏବଂ ଅତ୍ୟାବଶ୍ୟକ…

ଶ୍ରୀଲଙ୍କା ଗସ୍ତ ବେଳେ ବାୟୁସୀମା ବ୍ୟବହାର ଲାଗି ଇମ୍ରାନଙ୍କୁ ଭାରତର ଅନୁମତି

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ବାୟୁସୀମା ବ୍ୟବହାର ଲାଗି ଅନୁମତି ଦେଇଛି । ଇମ୍ରାନ ଖାନଙ୍କ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି । ଗସ୍ତ ବେଳେ ଭାରତ ବାୟୁସୀମା ବ୍ୟବହାର ନେଇ ପାକିସ୍ତାନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଭାରତ ଅନୁମତି ପ୍ରଦାନ କରିଥିବା ବେଳେ…

ଶ୍ରୀଲଙ୍କା ବୋମା ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି

କଲମ୍ବୋ : ଶ୍ରୀଲଙ୍କାରେ ରବିବାର ଦିନ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଇଷ୍ଟର୍ ପର୍ବ ପାଳନ କରୁଥିବା ବେଳେ ପ୍ରାୟ ୬ଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିବାବେଳେ ଆଉ ୨ଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ମିଳିଥିବା…