Latest Odisha News

BREAKING NEWS

ଭାରତୀୟ ତଟରକ୍ଷୀ ବହିନୀର ୨୬୦ ନାବିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୨୬୦ ନାବିକ(ଜେନେରାଲ ଡ୍ୟୁଟି) ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞାପ୍ତି । ଇଚ୍ଛୁକ ଓ ଯୋଗ୍ୟତା ଥିବା ଆବଦେନକରୀ ଭାରତୀୟ ତଟରକ୍ଷୀ ବାହିନୀର ଅଫିସିଆଲ ୱେବ୍‌ସାଇଟକୁ ଯାଇ ଅବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା:

-ଗଣିତ ଏବଂ ଫିଜିକ୍ସରେ ୧୦ମ ଓ +୨ ପାସ୍ ଆବଶ୍ୟକ । ଏଥିସହ ୫୦ ପ୍ରତିଶତ ମାର୍କ ରହିଥିବା ଆବଶ୍ୟକ ।
ବୟସ ସୀମା

– ଜେନେରାଲ କ୍ୟାଟେଗୋରୀ ପାଇଁ: ୧୮ରୁ ୨୨ ବର୍ଷ
– ତେବେ ଏସ୍‌ସି/ଏସ୍‌ଟିଙ୍କ ପାଇଁ ୫ ବର୍ଷ ଓ ଓବିସି ବର୍ଗଙ୍କ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯାଇଛି ।

ଚୟନ ପ୍ରକ୍ରିୟା:

-ରିଟର୍ଣ୍ଣ ଏଗଜାମ୍‌
-ଫିଜିକାଲ ଫିଟ୍‌ନେସ୍ ଟେଷ୍ଟ
-ମେଡିକାଲ ଏଗ୍‌ଜାମିନେସନ୍‌
ନାବିକ (ଜିଡି) ଫିଜିକାଳ ଫିଟ୍‌ନେସ୍ ଟେଷ୍ଟ
-ଯେଉଁ ଆବେଦନକାରୀ ଲିଖିତ ପରୀକ୍ଷାରେ ଉତିର୍ଣ୍ଣ ହେବେ, ସେମାନଙ୍କ ଫିଜିକାଲ ଫିଟ୍‌ନେସ୍ ଟେଷ୍ଟ କରାଯିବ ।
-୭ ମିନିନ୍‌ରେ ୬ କି.ମି ଦୌଡ
-୨୦ ସ୍କ୍ୱାଟ୍ ବସ୍‌ଉଠ୍‌
-୧୦ ପୁସ୍ ଅପ୍‌

ଆବେଦନ କରିବା ତାରିଖ:

-ଇଚ୍ଛୁକ ଆବେଦନକାରୀ ଜାନୁଆରୀ ୨୬ରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ।
-ଆବେଦନର ଶେଷ ତାରିଖ ଫେବୃଆରୀ ୨ ।

Leave A Reply

Your email address will not be published.