Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ପିଚ କ୍ୟୁରେଟରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ଆବୁଧାବି: ସ୍ଥାନୀୟ ଶେଖ ଷ୍ଟାଡିୟମରେ ରବିବାର ଟି୨୦ ବିଶ୍ୱକପରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ପିଚ ପ୍ରସ୍ତୁତ କରିଥିବା କ୍ୟୁରେଟର ମୋହନ ସିଂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । କ୍ୟୁରେଟର ମୋହନ ସିଂ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ଥାନୀୟ କେତେକ ଗଣମାଧ୍ୟମ ଖବର ପ୍ରକାଶ କରିଛନ୍ତି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ମୋହାଲୀରେ ପିଚ କ୍ୟୁରେଟର ପ୍ରଶିକ୍ଷଣ ନେବା ପରେ ୨୦୦୪ରେ ଆବୁଧାବି ଆସିଥିଲେ । ସୂଚନାଯୋଗ୍ୟ, ୨୦୦୭ ବିଶ୍ୱକପ ଅବସରରେ ପାକିସ୍ତାନ କୋଚ ବବ ଉଲମରଙ୍କ ମୃତ ଦେହ ବାଥରୁମରେ ମିଳିଥିଲା ।

Leave A Reply

Your email address will not be published.