Latest Odisha News

BREAKING NEWS

କରୋନା ବିରୁଦ୍ଧରେ ଲଢ଼େଇ: ସାରା ଦେଶରେ ଜନତା କର୍ଫ୍ୟୁର ପ୍ରଭାବ

ନୂଆଦିଲ୍ଲୀ: କରୋନାଭାଇରସ କବଳରେ ବିଶ୍ୱର ୧୮୬ଟି ଦେଶ । ଏହି ଘାତକ ସଂକ୍ରମଣର ପ୍ରଭାବ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ଅବସ୍ଥାକୁ ସୁଧୁରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ଲଗାଇବାକୁ ଆଗ୍ରହ କଲେ ଏବଂ ଆଜି ଦେଶରେ ଜନତା କର୍ଫ୍ୟୁ ଲାଗୁ ଅଛି ।

ରବିବାର ସକାଳ ୭ଟାରୁ ରାଜି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଲାଗୁ ରହିବ । ଜନତା କର୍ଫ୍ୟୁରେ ଆମେ ନିଜକୁ ନିଜ ଘରେ ସୁରକ୍ଷିତ ରଖିବା ଏବଂ ଦେଶରେ ସଂକ୍ରମଣକୁ ବଢ଼ିବାରୁ ରୋକିବା ।

ଏବେ ବି ଜାମିୟା ଓ ଶାହିନବାଗ ବିକ୍ଷୋଭକାରୀମାନେ ବାରିକେଡ ପାଖରେ ପେଟ୍ରୋଲ ବୋଟଲ ଫିିଙ୍ଗି ନିଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସବୁକୁ ନିୟନ୍ତ୍ରଣ କରାଯାଇ ପରିସ୍ଥିତି ଖରାପ କରିବା ପ୍ରୟାସକୁ ବିଫଳ କରିଦିଆଯାଇଛି ।

Leave A Reply

Your email address will not be published.