ଭୁବନେଶ୍ୱର: ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା । ଜେଇଇ ମେନ୍ ୨୦୨୩ ଦୁଇଟି ସେସନରେ ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଆକୁ ମିଶାଇ ୧୩ଟି ଭାଷାରେ ହେବ ଜେଇଇ ମେନ୍ । ଇଂରାଜୀ ଓ ହିନ୍ଦୀ ସହିତ ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ଼, ମାଲାୟଲମ, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ଏହି ଏଣ୍ଟ୍ରାନ୍ସ ହେବ । ପ୍ରଥମଟି ଜାନୁଆରୀ ଓ ୨ୟଟି ଏପ୍ରିଲରେ ହେବ ବୋଲି ସୂଚନା ରହିଛି ।
BREAKING NEWS
- ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ
- ୧୯ ବର୍ଷ ପରେ ଓଡ଼ିଶା ଫେରିବ ପସ୍କୋ, ଜେଏସଡବ୍ଲ୍ୟୁ ସହ ବୁଝାମଣା
- ଗର୍ଭବତୀ କର୍ମଚାରୀଙ୍କୁ ମେଡ଼ିକାଲ ନ ଛାଡିବା ପ୍ରସଙ୍ଗ: ତ୍ୱରିତ ଯାଞ୍ଚ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ହିଜବୁଲ୍ଲା ଟାର୍ଗେଟରେ ଇସ୍ରାଏଲ: ନଇମ କାସିମ ହେଲେ ନୂଆ କମାଣ୍ଡର
- ଆଜି ମଧ୍ୟରାତ୍ରୀରୁ କମିବ ପେଟ୍ରୋଲ ଓ ଡିଜେଲ ଦର! କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ସୂଚନା
- ବାହାନଗା ରେଳ ଦୁର୍ଘଟଣା:୩ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ
- ମନ ମୋହୁଛି ମୃତ୍ତିକା ପ୍ରଦର୍ଶନୀ, ସଜେଇ ହୋଇଛି ବିଭିନ୍ନ ରଙ୍ଗୀନ ମାଟି ସାମଗ୍ରୀ
- ରାଷ୍ଟ୍ରପତି ଭବନରେ ସ୍ଥାପିତ ହେଲା କୋଣାର୍କ ଚକର ୪ଟି ପ୍ରତିକୃତି
- ମାନ୍ଧାନାଙ୍କ ଶତକ, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ସିରିଜ ବିଜୟୀ
- ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ସର୍ତ୍ତ..
Comments are closed.