Latest Odisha News

BREAKING NEWS

Browsing Tag

JEE Main

ଜେଇଇ ମେନରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ନୂଆ ରେକର୍ଡ

ଭୁବନେଶ୍ୱର: ଜେଇଇ ମେନ୍ -୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ନୂଆ ରେକର୍ଡ କରିଛି । ସାଇ ଇଣ୍ଟରନ୍ୟାସନାସ ସ୍କୁଲର ୧୮ରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନରେ ୯୯ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିଭଳି ୨୬ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତ ମାର୍କ ରଖିଥିବା ବେଳେ ୩୯ ଜଣ ୯୦…

କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ଜେଇଇ ଓଡ଼ିଶା ଟପ୍‌ପର

ଭୁବନେଶ୍ୱର: କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ପ୍ରିୟଙ୍କା ସର ଜେଇଇ ମେନ୍‌ରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଜେଇଇ ମେନ୍‌ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ପ୍ରିୟଙ୍କା ଏଥିରେ ୯୯.୯୮୫ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍‌ପର ହେବାର ଗୌରବ ଅର୍ଜନ…

JEE ମେନରେ ସାଇ ଇଣ୍ଟରାନ୍ୟାସନାଲ୍ ସ୍କୁଲର ନୂଆ ରେକର୍ଡ

ଭୁବନେଶ୍ୱର: ଜେଇ ମେନ୍-୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ନୂଆ ରେକର୍ଡ କରିଛି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୧୬ରୁ ଅଧିକ ଛାତ୍ରଛାତ୍ରୀ ଜେଇ ମେନରେ ୯୯ ପ୍ରତିଶତ ସ୍କୋର୍ କରିଛନ୍ତି । ୨୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ମାର୍କ ପାଇଥିବା ବେଳେ ୩୧ରୁ ଅଧିକ ବିଦ୍ୟାର୍ଥୀ ୯୦…

ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ଏଣ୍ଟ୍ରାନ୍ସ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା । ଜେଇଇ ମେନ୍ ୨୦୨୩ ଦୁଇଟି ସେସନରେ ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଆକୁ ମିଶାଇ ୧୩ଟି ଭାଷାରେ ହେବ ଜେଇଇ ମେନ୍ । ଇଂରାଜୀ ଓ ହିନ୍ଦୀ ସହିତ ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ଼, ମାଲାୟଲମ,…

ଜେଇଇ ମେନ୍: ଓଡ଼ିଶାରୁ ଟପ୍ପର ହେଲେ ଗୌତମ ଦାସ

ଭୁବନେଶ୍ୱର: ଓଡ଼ିଶାର ଗୌତମ ଦାସ ୯୯.୯୯ ପ୍ରତିଶତ ମାର୍କ ରଖି ଜେଇଇ ମେନରେ ରାଜ୍ୟ ଟପ୍ପର ହୋଇଛନ୍ତି। ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ଘୋଷଣା କରାଯାଇଛି। ବି.ଇ ଓ ବି.ଟେକ୍ ପାଇଁ କରାଯାଇଥିବା ଏହି ପରୀକ୍ଷାର ପେପର-୧ରେ ୯୯.୯୯୯୦୩୫୭ ଏନଟିଏ ସ୍କୋର…

ନକଲି JEE ମେନ୍‌ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ ନକରିବାକୁ ସତର୍କ କରାଇଲା NTA

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏକ ସରକାରୀ ବିଜ୍ଞପ୍ତି ଜାରି କରି ଛାତ୍ରଛାତ୍ରୀଙ୍କୁ ନକଲି JEE ୱେବସାଇଟ୍ jeeguide.co.in ରେ ଆଗାମୀ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା, JEE ମେନ୍ ୨୦୨୧ ରେ ପଞ୍ଜୀକୃତ ନକରିବାକୁ କହିଛି। ଛାତ୍ରଛାତ୍ରୀମାନେ କେବଳ ପଞ୍ଜୀକରଣ…

୪ଟି ପର୍ଯ୍ୟାୟରେ ହେବ ଜେଇଇ ମେନ୍ ପରୀକ୍ଷା, ଘୋଷଣା କଲେ ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଜେଇଇ ମେନ୍ସ ୨୦୨୧ ପରୀକ୍ଷା ତାରିଖ ଘୋଷଣା ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଆଜି ଏନେଇ ଘୋଷଣା କରିଛନ୍ତି । ଜେଇଇ ମେନ୍ସ ପରୀକ୍ଷା ୪ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୩ରୁ ୨୬ ମଧ୍ୟରେ କରାଯିବ । ଅନ୍ୟ ତିନିଟି ପର୍ଯ୍ୟାୟ ମାର୍ଚ୍ଚ,…

ନିଟ୍‌-୨୦୨୧ ପରୀକ୍ଷା ବାତିଲ ହେବ ନାହିଁ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୧ ନିଟ୍‌ ପରୀକ୍ଷା ବାତିଲ ହେବନାହିଁ । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ଏନେଇ ସ୍ପଷ୍ଟ କରିଛନ୍ତି । ‘୨୦୨୧ ସିବିଏସ୍‌ଇ’, ‘୨୦୨୧ ଜେଇଇ’, ‘୨୦୨୧ ନିଟ୍‌’ ଏବଂ ଅନ୍ୟାନ୍ୟ ବୋର୍ଡ ପରୀକ୍ଷା ହେବା ନ ହେବା ପ୍ରସଙ୍ଗରେ ଆଜି ଓ୍ୱେବିନର ଜରିଆରେ କେନ୍ଦ୍ର…

ଆଜିଠୁ ଜେଇଇ ମେନ, ରାଜ୍ୟର ୭ସହରରେ ୨୬ ସେଣ୍ଟର

ଭୁବନେଶ୍ୱର: ଆଇଆଇଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ସାରା ଦେଶରେ ଅନୁଷ୍ଠିତ ହେଉଛି ଜେଇଇ ମେନ୍ । ଆସନ୍ତା ୬ ତାରିଖ ଯାଏଁ ପରୀକ୍ଷା ଚାଲିବ । କୋଭିଡ୍ କଟକଣା ଓ ସତର୍ଭିକାମୂଳକ ପଦକ୍ଷେପ ଭିତରେ ପରୀକ୍ଷା ହେଉଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା…

ଆସନ୍ତାକାଲି ଜେଇଇ ମେନ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଜେଇଇ ମେନ ପରୀକ୍ଷା । ଚଳିତ ବର୍ଷ ସାରା ଦେଶରେ ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ଓଡିଶାରୁ ଅଛନ୍ତି ୩୮ ହଜାରରୁ ଅଧିକ ପରୀକ୍ଷାର୍ଥୀ । ରାଜ୍ୟର ସାତଟି ସହରର ୨୬ଟି କେନ୍ଦ୍ରରେ ଏହି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ୬ ଦିନ ଧରି ଏହି…