Latest Odisha News

BREAKING NEWS

ଲାଲୁ ହାମ ଅଧ୍ୟକ୍ଷ ଜିତନ ରାମଙ୍କୁ ବି ଲୋଭ ଦେଖାଇଥିଲେ

ପାଟନା:ଜେଲରେ ଥିଲେ ମଧ୍ୟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏନଡିଏ ସରକାରକୁ ଭାଙ୍ଗିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ । ଗୁରୁବାର ହାମ(ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା)ଅଧ୍ୟକ୍ଷ ଜିତନ ରାମ ମାଞ୍ଝୀଙ୍କ ସହ ଯୋଗାଯୋଗ କରିଥିଲେ । ଏପରିକି ସେ ମୋତେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କୁ ମନ୍ତ୍ରୀପଦ ଲୋଭ ଦେଖାଇଥିଲେ ।ଏଥିନେଇ ସେ ମୋ ସହିତ ବାରମ୍ବାର ସମ୍ପର୍କ ସ୍ଥାପନ କରିଥିଲେ ବୋଲି ଜିତନ ରାମ କହିଛନ୍ତି ।

ସୁଶୀଲ ମୋଦି ଓ ଲଲ୍ଲନ ପାସୱାନ ଯେଉଁ ଅଭିଯୋଗ ଲାଲୁଙ୍କ ଉପରେ ଲଗାଇଛନ୍ତି ତାହା ଶତ ପ୍ରତିଶତ ଠିକ୍ ବୋଲି ସେ କହିଛନ୍ତି । ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତ ଦେବା ଅବସରରେ ଜିତନ ରାମ ଏହା କହିଛନ୍ତି ।

Leave A Reply

Your email address will not be published.