Latest Odisha News

BREAKING NEWS

କହିବ ଯଦି

କହିବ ଯଦି
ସୁଦାମବନ୍ଧୁ ଭଟ୍ଟମିଶ୍ର

କହିବ ଯଦି
ଭାଂଗିଦେବି ନିଜକୁ
ତମ ପାଇଁ

ଥରେ ଭାଂଗିଗଲା ପରେ
ଜାଣେନା
ଆଉଥରେ ମତେ ମୁଁ
ଗଢ଼ିପାରିବି କି ନାଇଁ!

…………..
ଏନ୍‍-୩ / ୨୮୮
ଆଇ.ଆର.ସି. ଭିଲେଜ୍‍, ଭୁବନେଶ୍ୱର

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Leave A Reply

Your email address will not be published.