Latest Odisha News

BREAKING NEWS

କସୌଟି ଜିନ୍ଦେଗୀ କି-୨ର ପ୍ରସାରଣ ବନ୍ଦ ହେବ!

ମୁମ୍ବାଇ: ଲୋକପ୍ରିୟ ଟିଭି ସିରିୟଲ କସୌଟି ଜିନ୍ଦେଗି କି-୨ର ପ୍ରଶଂସକଙ୍କ ପାଇଁ ଖରାପ ଖବର । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହାର ପ୍ରସାରଣ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି । ନଭେମ୍ବର ୨୦୨୦ ପରେ ଏହାର ପ୍ରସାରଣ ବନ୍ଦ କରିଦେବା ପାଇଁ ପ୍ରଯୋଜକ ଟିମ୍ ନିଷ୍ପତି ନେଇଛନ୍ତି । ସିରିୟଲ ପ୍ରଦର୍ଶନ ଏବେ ନୈରାଶ୍ୟଜନକ ରହିଛି ।

ପାର୍ଥ ସମାଥନ ଶୋ ଛାଡିବା ପରେ ଦର୍ଶକଙ୍କୁ ଏହା ଆଉ ପୂର୍ବଭଳି ପସନ୍ଦ ଆସୁ ନାହିଁ । ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ମଧ୍ୟ ମିଳିଥିବା ରିପୋର୍ଟ ମୁତାବକ ସମସ୍ତ ଅଭିନେତାଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି ।

Leave A Reply

Your email address will not be published.