Latest Posts
କୁଆଖାଇ ପୋଲରେ ଯାତାୟାତ ଉପରେ ଲାଗିଲା କଟକଣା, ଜାଣନ୍ତୁ କେଉଁ ପଟେ ଯିବେ…
ଭୁବନେଶ୍ୱର: ଜରୁରୀ ମରାମତି କାର୍ଯ୍ୟ ପାଇଁ ମଙ୍ଗଳବାର ଠାରୁ ୬୦ ଦିନ ଧରି କୁଆଖାଇର ବାମପଟ ବ୍ରିଜ ବନ୍ଦ ରହିବ ବୋଲି ଟ୍ୱିନସିଟି କମିଶନରେଟ୍ ପୋଲିସ ସୂଚନା ଦେଇଛନ୍ତି।
NH-16 ରେ ୬୦ ଦିନ ପାଇଁ ଜରୁରୀ ମରାମତି କାର୍ଯ୍ୟ ପାଇଁ କୁଆଖାଇ LHS...
ନାବାଳିକା ବେକରେ ଲୁହାର ଶିକୁଳି ପକାଇଲେ ବାପା, ଜାଣନ୍ତୁ କାରଣ
କେନ୍ଦୁଝର: ବେକରେ ଲୁହା ଶିକୁଳି । ସେଥିରେ ଝୁଲୁଛି ତାଲା। ତେବେ କିଏ ଏହି ଝିଅ? କାହିଁକି ତାର ବେକରେ ଏଭଳି ଲୁହାର ଶିକୁଳି ପଡିଛି ଜାଣିଲେ ଆପଣ ବି ହାତବାକ ହୋଇ ପଦବେ।
ବେକରେ ଲୁହ ଶିକୁଳି ପଡିଥିବା ଏହି ନାବାଳିକା ଝିଅ...
ଆଣ୍ଡ୍ରୋଏଡ୍ ଫୋନକୁ କାହିଁକି ପସନ୍ଦ କରନ୍ତି ବିଲ୍ ଗେଟ୍ସ ?
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କର ଆଜିବି ପ୍ରଥମ ପସନ୍ଦ ରହିଛି ଆଣ୍ଡ୍ରଏଡ୍ ଡିଭାଇସ୍। ଏନେଇ ଅଡିଓ ଚାଟ୍ ଆପ୍ କ୍ଲବହାଉସରେ ଏକ ସାକ୍ଷାତକାରରେ ଏହି ଉଦ୍ୟୋଗ ପତି ଜଣକ କହିଛନ୍ତି ଯେ ସେ ଆପଲ୍ ଆଇଫୋନ୍ ଅପେକ୍ଷା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଅଧିକ...
କରୋନା ଅପଡ଼େଟ୍
ପୂର୍ବତନ ବୋଲର ସଲିଲ ଅଙ୍କୋଲା କୋଭିଡ ୧୯ରେ ସଂକ୍ରମିତ,ପୋଷ୍ଟ ଲେଖି କହିଲେ- ‘ଏହା ଅତ୍ୟନ୍ତ ଭୟାନକ’
ମୁମ୍ବାଇ: ଅଭିନେତା ତଥା ପୂର୍ବତନ ବୋଲର ସଲିଲ ଅଙ୍କୋଲାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି । ସଲିଲ ତାଙ୍କ ଇନଷ୍ଟାଗ୍ରାମରେ ହସପିଟାଲର ଏକ ଫଟୋ ସେୟାର କରିଛନ୍ତି...
ଟିଏମସି ସାଂସଦ ନୁସରତ ଜହାନ କରୋନା ସଂକ୍ରମିତ, ସମସ୍ତ କାର୍ଯ୍ୟକ୍ରମ ବାତିଲ
ନୂଆଦିଲ୍ଲୀ: ବଙ୍ଗଳା ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାନ କୋଭିଡ୍ ୧୯ ରେ ସଂକ୍ରମିତ ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ନୁସରତଙ୍କର ସମସ୍ତ ମିଟିଙ୍ଗ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।
ନୁସରତଙ୍କର କରୋନା...
ଓଡ଼ିଶାରୁ ୮୬ ନୂଆ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୭୭ରେ ପହଞ୍ଚିଛି।
ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
https://twitter.com/IPR_Odisha/status/1366263575795273731?s=19
ଉଲ୍ଲେଖଯୋଗ୍ୟ, ରାଜ୍ୟରେ...