Latest Odisha News

BREAKING NEWS

ଜାଣନ୍ତୁ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେଉଁ ଦଳରୁ କିଏ ଲଢୁଛନ୍ତି…

ଭୁବନେଶ୍ୱର: ଆଉ ମାତ୍ର କିଛି ଘଣ୍ଟା ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଆରମ୍ଭ ହେବାକୁ ଯାଉଛି । ଏହି ନିର୍ବାଚନରେ ଓଡ଼ିଶାରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ରାଜ୍ୟର ୩ଟି ପ୍ରମୁଖ ରାଜନୈତିକ ଦଳ ଯଥାକ୍ରମେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଣ୍ଣୟ ହେବ । ଓଡ଼ିଶାରେ ହେବାକୁ ଥିବା ଏହି ୧ମ ପର୍ଯ୍ୟାୟ ନିର୍ବାଚନ ୪ଟି ଲୋକସଭା ଆସନ ଯଥା – କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ରେ ଅନୁଷ୍ଠିତ ହେବ । ଏଥିସହିତ ଏହି ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଗୁରୁବାର ଦିନ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି ।

ଲୋକସଭା-ବିଧାନସଭା ଆସନ ଅନୁଯାୟୀ ପ୍ରମୁଖ ଦଳର ପ୍ରାର୍ଥୀ
ଲୋକସଭା   –  ବିଜେଡ଼ି      –    ବିଜେପି      –    କଂଗ୍ରେସ
କଳାହାଣ୍ଡି      ପୁଷ୍ପେନ୍ଦ୍ର ସିଂହଦେଓ   ବସନ୍ତ କୁମାର ପଣ୍ଡା    ଭକ୍ତ ଚରଣ ଦାସ

ନବରଙ୍ଗପୁର   ରମେଶ ଚନ୍ଦ୍ର ମାଝୀ  ବଳଭଦ୍ର ମାଝୀ   ପ୍ରଦୀପ ମାଝୀ

ବ୍ରହ୍ମପୁର   ଚନ୍ଦ୍ରଶେଖର ସାହୁ   ଭୃଗୁ ବକ୍ସିପାତ୍ର   ଭି ଚନ୍ଦ୍ରଶେଖର ନାଇଡୁ

କୋରାପୁଟ   କୌଶଲ୍ୟା ହିକ୍କା   ଜୟରାମ ପାଙ୍ଗୀ   ସପ୍ତଗିରି ଶଙ୍କର ଉଲ୍ଲାକା

ବିଧାନସଭା   –    ବିଜେଡ଼ି    –     ବିଜେପି   –   କଂଗ୍ରେସ

ନୂଆପଡ଼ା   ରାଜେନ୍ଦ୍ର ଢୋଲକିଆ   ହୋମାସିଂହ ମାଝୀ   ଘାସିରାମ ମାଝୀ
ଖରିଆର   ଲମ୍ବୋଧର ନିଆଳ   ରୀତାରାଣୀ ବଗର୍ତ୍ତୀ   ଅଧିରାଜ ମୋହନ ପାଣିଗ୍ରାହୀ
ଲାଞ୍ଜିଗଡ଼   ପ୍ରଦୀପ କୁମାର ଦୀଶାରି      ରମେଶ ମାଝୀ      ଶିବାଜୀ ମାଝୀ
ଜୁନାଗଡ଼   ଦିବ୍ୟ ଶଙ୍କର ମିଶ୍ର      ମନୋଜ କୁମାର ମେହେର     ଅନୀଲ କୁମାର ସିଂହଦେଓ
ଧର୍ମଗଡ଼   ମୌସୁଦୀ ବାଗ     ଅନନ୍ତ ପ୍ରତାପ ଦେଓ     ଦିଗମ୍ବର ଦୁରିଆ
ଭବାନୀପାଟଣା   ଦୁଷ୍ମନ୍ତ ନାୟକ     ପ୍ରଦୀପ୍ତ କୁମାର ନାୟକ     ସାଗର ଚରଣ ଦାସ
ନର୍ଲା       ଭୁପିନ୍ଦର ସିଂହ     ଅନିରୁଦ୍ଧ ପ୍ରଧାନ     ଚିତ୍ତ ରଞ୍ଜନ ମଣ୍ଡଳ
ଉମରକୋଟ   ସୁବାସ ଗଣ୍ଡ     ନିତ୍ୟାନନ୍ଦ ଗଣ୍ଡ     ଯଶୋଦା ଗଣ୍ଡ
ଝରିଗାଁ   ପ୍ରକାଶ ଚନ୍ଦ୍ର ମାଝୀ     ପର୍ଶୁରାମ ମାଝୀ     ଉଲଧର ମାଝୀ
ନବରଙ୍ଗପୁର   ସଦାଶିବ ପ୍ରଧାନୀ     ଗୌରୀ ଶଙ୍କର ମାଝୀ     ସଦନ ନାୟକ
ଡାବୁଗାଁ   ମନୋହର ରନ୍ଧାରୀ     ପଦନ ନାୟକ     ଭୁଜବଳ ନାୟକ
କୋଟପାଡ଼   ପଦ୍ମନୀ ଡ଼ିଆଁ      ଖଗେଶ୍ୱର ପୂଜାରୀ     ଚନ୍ଦ୍ରଶେଖର ମାଝୀ
ମାଲକାନଗିରି   ମୁକୁନ୍ଦ ସୋଡ଼ି      ଆଦିତ୍ୟ ମାଢୀ     ମାଳା ମାଢୀ
ଚିତ୍ରକୋଣ୍ଡା   ପୂର୍ଣ୍ଣଚନ୍ଦ୍ର ବାକା      ପଦୁ ମାଝୀ       ଲକ୍ଷ୍ମୀପ୍ରିୟା ନାୟକ
ଛତ୍ରପୁର   ସୁବାସ ବେହେରା      ପ୍ରଶାନ୍ତ କର      ପ୍ରଦୀପ ସେଠୀ (ସିପିଆଇ)
ଗୋପାଳପୁର   ପ୍ରଦୀପ ପାଣିଗ୍ରାହୀ        ବିଭୁତି ଭୂଷଣ ଜେନା      ଏସ ଧର୍ମରାଜ ରେଡ଼ି
ବ୍ରହ୍ମପୁର   ବିକ୍ରମ ପଣ୍ଡା      କାହ୍ନୁ ଚରଣ ପତି      ଲିଙ୍ଗରାଜ ଚୌଧୁରୀ
ଦିଗପହଣ୍ଡି   ସୂର୍ଯ୍ୟନାରାୟଣ ପାତ୍ର     ପିଙ୍କି ପ୍ରଧାନ     ପ୍ରଫୁଲ୍ଲ ପଣ୍ଡା
ଚିକିଟି   ଉଷା ଦେବୀ      ମନୋରଞ୍ଜନ ଦ୍ୟାନସାମନ୍ତରାୟ      ସୁବାଷ ରାଉତ
ମୋହନା   ପୂନର୍ବାସୀ ନାୟକ      ଭରତ ପାଇକ      ଦାଶରଥୀ ଗମାଙ୍ଗ
ପାରଳାଖେମୁଣ୍ଡି   କଲ୍ୟାଣୀ ଗଜପତି କେ ନାରାୟଣ ରାଓ କେ ସୂର୍ଯ୍ୟରାଓ
ଗୁଣୁପୁର   ରଘୁନାଥ ଗମାଙ୍ଗ    ଶିଶିର ଗମାଙ୍ଗ     ପୁରୁଷୋତ୍ତମ ଗମାଙ୍ଗ
ବିଷମକଟକ   ଜଗନ୍ନାଥ ସରକାର      ଶିବ ଶଙ୍କର ଉଲ୍ଲାକା     ନୀଳମାଧବ ହିକ୍କା
ରାୟଗଡ଼ା   ଲାଲବିହାରୀ ହିମରିକା    ବସନ୍ତ କୁମାର ଉଲ୍ଲାକା     କାଦ୍ରକା ଆପଲ୍ଲାସ୍ୱାମୀ
ଲକ୍ଷ୍ମୀପୁର     ପ୍ରଭୁ ଜାନୀ      କୁମୁଦ ଚନ୍ଦ୍ର ସାଉଁଟା    କୈଳାଶ ଚନ୍ଦ୍ର କୁଲେସିକା
ଜୟପୁର     ରବିନାରାୟଣ ନନ୍ଦ    ଗୌତମ ସାମନ୍ତରାୟ    ତାରା ପ୍ରସାଦ ବାହିନୀପତି
କୋରାପୁଟ     ରଘୁନାଥ ପଦଳ      ତ୍ରିପୁରାରି ଗୋରଡ଼ା     କୃଷ୍ଣା କୁଲଦୀପ
ପଟାଙ୍ଗୀ       ପ୍ରୀତମ ପାଢୀ     ରାମଚନ୍ଦ୍ର ପାଙ୍ଗୀ     ରାମଚନ୍ଦ୍ର କଦମ

Leave A Reply

Your email address will not be published.