Latest Odisha News

BREAKING NEWS

ଜାଣନ୍ତୁ, ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କିଏ କେଉଁ ଆସନରେ ପ୍ରାର୍ଥୀ

ଭୁବନେଶ୍ୱର: ଓଡ଼ିଶାରେ ୨୯ ତାରିଖରେ ଅନୁଷ୍ଠିତ ହେଉଥିବା ଚୂଡ଼ାନ୍ତ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୩୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ମୋଟ ୯୫,୧୪,୮୮୩ ଜଣ ଭୋଟର୍ ।

ସୋମବାର ଅନୁଷ୍ଠିତ ହେଉଥିବା ଏହି ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବାକୁ ଯାଉଛି । ସେହି ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକ ହେଲା – ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ।

ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ ।

ନିମ୍ନରେ ସମସ୍ତ ଆସନରେ ଲଢୁଥିବା ତିନୋଟି ପ୍ରମୁଖ ଦଳର ପ୍ରାର୍ଥୀ:

Leave A Reply

Your email address will not be published.