Latest Odisha News

ଚର୍ଚ୍ଚାରେ “ସାଥ ନିଭାନା ସାଥିୟା”ର କୋକିଲାବେନଙ୍କ ଭିଡିଓ !

ମୁମ୍ବାଇ: ଟିଭିରେ ସିରିଜ୍ ଦେଖନ୍ତୁ ଅବା ନଦେଖନ୍ତୁ । ହେଲେ ଇଣ୍ଟରନେଟରେ ଆପଣଙ୍କୁ ମିଳିଯିବ ଏଣ୍ଟରଟେନମେଣ୍ଟର ଭରପୁର ଖୋରାକ । ନିକଟରେ ସିରିଜ୍ ସାଥି ନିଭାନା ସାଥିୟାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ପପୁଲାର କ୍ୟାରେକ୍ଟର କେକିଲାବେନ୍ ଓ ବୋହୂ ଗୋପୀଙ୍କୁ ଦେଖିବାକୁ ମିଳିଛି ।

ଏହି ଭିଡିଓରେ କୋକିଲା ବେନ୍‌ଙ୍କ ରାପ୍ ଭର୍ସନ୍‌କୁ ବେଶ ସୁନ୍ଦର ଭାବେ ଏଡିଟ୍ କରାଯାଇଛି । ଭିଡିଓଟିକୁ ୟଶରାଜ ମୁଖାଟେ ନାମକ ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର ପ୍ରସ୍ତୁତ କରିଛନ୍ତି । ସୋସିଆଲ ମିଡିଆରେ ଭିଡିଓଟି ଖୁବ ଚର୍ଚ୍ଚା ସାଉଣ୍ଟିଥିଲାବଳେ ଅଭିନେତ୍ରୀରୁ ମନ୍ତ୍ରୀ ବନିଥିବା ସ୍ମୃତି ଇରାନୀ ବି ସେୟାର କରିଛନ୍ତି ।

Leave A Reply

Your email address will not be published.