Latest Odisha News

BREAKING NEWS

କାଶ୍ମୀରା ଶାହା ଝଡି ଯାଇଛନ୍ତି, ପତ୍ନୀଙ୍କ ଗ୍ଲାମର ଫଟୋ ଶେୟାର କଲେ କମେଡିଆନ କୃଷ୍ଣା

ମୁମ୍ବାଇ: କମେଡିଆନ କୃଷ୍ଣା ଅଭିଷେକ ମଙ୍ଗଳବାର ପତ୍ନୀ କାଶ୍ମୀରା ଶାହାଙ୍କ ହଟ ଫଟୋ ଶେୟାର କରିଛନ୍ତି । କାଶ୍ମୀରା ପତିଙ୍କ ମନ ରଖିବା ପାଇଁ କଠିନ ପରିଶ୍ରମ କରି ନିଜ ଶରୀରକୁ ଫିଟ ରଖିବା ସହ ଗ୍ଲାମରସ ଲୁକ୍ ଦେଇପାରିଛନ୍ତି । କଳା ରଙ୍ଗର ମୋନୋକିନି ପିନ୍ଧି ସେ ଉଠାଇଥିବା ଫଟୋ ପ୍ରଶଂସକଙ୍କ ସହ କୃଷ୍ଣାଙ୍କ ନିଦ ପୁନର୍ବାର ହଜିଛି ।

ସେ ଲେଖିଛନ୍ତି, ଘରେ ଯଦି ବିରିୟାନୀ ଅଛି ତାହାହେଲେ ବାହାରେ କାହିଁକି ଦାଲ ମଖନୀ ଖାଇବି । ଏହି ଅବସରରେ ସେ ପତ୍ନୀଙ୍କ ତାଙ୍କ ଲୁକ୍‌କୁ ନେଇ ପ୍ରଶଂସା କରିଛନ୍ତି । ସ୍କ୍ରିନ ଓ ରିୟଲ ଲାଇଫରେ ଏହି ଯୋଡିଙ୍କ କେମେଷ୍ଟ୍ରି ସର୍ବଦା ଭଲ ରହିଥାଏ । ଉଭୟ ସର୍ବଦା ପରସ୍ପରକୁ ଥଟ୍ଟା ମଜା କରି ନିଆରେ ଢ଼ଙ୍ଗରେ ମନରେ ଥିବା ପ୍ରେମକୁ ବଜାୟ ରଖିପାରିଛନ୍ତି ।

Leave A Reply

Your email address will not be published.