ପୁରୀ: ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ପାଇଁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଉଚ୍ଛେଦ କରୁଛି ପ୍ରଶାସନ । ୭୫ ମିଟର ଶ୍ରୀଜଗନ୍ନାଥ କରିଡର ଭିତରେ ଆସୁଥିବା ରାଧାବଲ୍ଲଭ ମଠରେ ଉଚ୍ଛେଦ କରାଯାଉଛି ।

ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଚାଲିଛି ଉଚ୍ଛେଦ କାର୍ଯ୍ୟ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ରାଧାବଲ୍ଲଭ ମଠର ୮ରୁ ୯ମିଟର ଜାଗା ଅଧିଗ୍ରହଣ କରାଯାଉଛି । ଏହା ଭିତରେ ରହିଛି ୧୩ଟି ଦୋକାନ ଘର । ଦୁଇ ଦିନ ତଳେ ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ସର୍ବସମ୍ମତିରେ ଗୃହୀତ ହୋଇଥିଲା ।
BREAKING NEWS
- ଭଦ୍ରକରେ ପ୍ରବଳ ବର୍ଷା, ଆଜି ସ୍କୁଲ ଛୁଟି
- ହର୍ମୁଜ ଉପରୁ ୨୦% ଶୁଳ୍କ ପ୍ରତ୍ୟାହାର କଲେ ଟ୍ରମ୍ପ, ଇରାନ ଦେଇଥିଲା ଧମକ…
- ମଧୁମେହ ପଛରେ ଲୁଚିଛି କି ଏହି ସାଧାରଣ କାରଣ? ଭାରତୀୟଙ୍କ ଖାଦ୍ୟାଭ୍ୟାସକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ…
- ରାୟଗଡ଼ାରେ ମାଲେରିଆ ନେଲା ଛାତ୍ରଙ୍କ ଜୀବନ, ୧୧ ଜଣ ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
- ଭାରତ-ବାଂଲାଦେଶ ସିରିଜ ଉପରେ ସଙ୍କଟ
- କୋଭିଡ-୧୯ର କୌଣସି ଗୁଜବରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ..
- ବଲିଉଡର ଦୁଇ ବଡ଼ ଚେହେରାଙ୍କ ମଧ୍ୟରେ ପୁଣି ଥରେ ଟକ୍କର! ନସିରୁଦ୍ଦିନ ଶାହଙ୍କ ସେହି ‘ଜୋକର୍’ ମନ୍ତବ୍ୟ ଉପରେ କ’ଣ କହିଲେ ଅନୁପମ ଖେର?
- ଫିଫା ବିଶ୍ୱକପ ୨୦୨୬ ସେମିଫାଇନାଲ: ୨୦ ବର୍ଷ ପରେ ପରସ୍ପରକୁ ଭେଟିବେ ଫ୍ରାନ୍ସ-ସ୍ପେନ
- E20 ପେଟ୍ରୋଲ ବନ୍ଦ କର! କେନ୍ଦ୍ର ବିରୋଧରେ କେଜ୍ରିୱାଲଙ୍କ ବଡ଼ ଅସ୍ତ୍ର, ଆରମ୍ଭ କଲେ ‘ଅନଲାଇନ୍ ହସ୍ତାକ୍ଷର ଅଭିଯାନ’
- ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବୁମରାହଙ୍କ କୀର୍ତିମାନ
Comments are closed.