Latest Odisha News
Browsing Tag

Puri Eviction

[ଭିଡ଼ିଓ] ପୁରୀରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ

ପୁରୀ: ପୁରୀରେ ପୁୂଣି ଆରମ୍ଭ ହୋଇଛି ଉଚ୍ଛେଦ। ଶ୍ରୀମନ୍ଦିର ଚତୁର୍ପାଶ୍ୱ ହେରିଟେଜ କରିଡରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ କରଯାଇଛି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପଶ୍ଚିମ ଦ୍ୱାରରେ ଥିବା କୋଠା ଗୁଡିକର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବରୁ ୯୫ ପ୍ରତିଶତ ଅଂଚଳରୁ…

[ଭିଡ଼ିଓ] ପୁରୀ ବେଳାଭୂମିରୁ ଜବରଦଖଲ ଉଚ୍ଛେଦକୁ ବିରୋଧ

ପୁରୀ: ଆଜି ପୁରୀ ପୌରସଂସ୍ଥା ପକ୍ଷରୁ ବେଳାଭୂମିରୁ ଉଠାଦୋକାନୀ ଉଛେଦ ପ୍ରକ୍ରିୟା ଜାରି ରହିଛି । ଏହାର ପ୍ରତିବାଦରେ ଦୋକାନୀମାନେ ରାସ୍ତା ଅବରୋଧ କରିବା ସହ ପୁରୀ ହୋଟେଲ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୁରୀ ସମୁଦ୍ରକୂଳକୁ ଅବରୋଧମୁକ୍ତ,ପରିଷ୍କାର ପରିଚ୍ଛନ୍ନ…

ପୁରୀରେ ପୁଣି ଆରମ୍ଭ ଉଚ୍ଛେଦ କାର୍ଯ୍ୟ

ପୁରୀ  : ଦୀର୍ଘଦିନ ପରେ ପୁଣି ଆଜିଠାରୁ ଆରମ୍ଭ ହେଲା ଶ୍ରୀମନ୍ଦିର ୭୫ ମିଟର ଐତିହ କରିଡରର ଉଚ୍ଛେଦ କାର୍ଯ୍ୟ । ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟକୁ ତ୍ବାରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟାଭିଡି ଥିବାବେଳେ ଆଜି ବାସେଳୀ ସାହି ଠାକୁରାଣୀଙ୍କ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ।…

ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀକ୍ଷେତ୍ରରେ ପୁଣି ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ପାଇଁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଉଚ୍ଛେଦ କରୁଛି ପ୍ରଶାସନ । ୭୫ ମିଟର ଶ୍ରୀଜଗନ୍ନାଥ କରିଡର ଭିତରେ ଆସୁଥିବା ରାଧାବଲ୍ଲଭ ମଠରେ ଉଚ୍ଛେଦ କରାଯାଉଛି ।…

ରାଜ୍ୟ ସରକାରଙ୍କୁ ପୂର୍ବତନ ସାଂସଦଙ୍କ ସମାଲୋଚନା, କହିଲେ ପୁରୀରେ ଚାଲିଛି ଅମଲାତନ୍ତ୍ରର ଆତଙ୍କଲୀଳା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଚତୁପାଶ୍ୱର୍ରେ ଥିବା ମଠ ଓ ଐତିହ୍ୟ ସବୁକୁ ଧ୍ୱଂସ କରାଯାଉଥିବା ନେଇ ଗୁରୁବାର ଦିନ ଓଡିଶା ସରକାରଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ପୁରୀ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରୀପାଠି । ଏହି ପରିପ୍ରେକ୍ଷୀରେ ଶ୍ରୀ ତ୍ରୀପାଠି କହିଛନ୍ତି, ରାଜ୍ୟ…

ଆସନ୍ତାକାଲି ପୁରୀରେ ସ୍ଥିତି ସମୀକ୍ଷା କରିବେ ଆମିକସକ୍ୟୁରୀ ଓ ସିଲିସିଟର ଜେନେରାଲ

ପୁରୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଏବଂ ସିଲିସିଟର ଜେନେରାଲ ଶୁକ୍ରବାର ଦିନ ପୁରୀ ଗସ୍ତରେ ଆସି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହେଉଥିବା ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା କରିବେ । ଏହାବ୍ୟତିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଦିନ କାକୁଡିଖାଇ ମନ୍ଦିରର ନିକଟସ୍ଥ…