ଭୁବନେଶ୍ୱର : ନନ୍ଦନକାନନରେ ଖୁସି ଖବର ଆଣିଲା ସିଂହୀ ବିଜଲୀ ।ତୃତୀୟ ଥର ପାଇଁ ମା’ ହୋଇଛି ସିଂହ ବିଜଲୀ । ଆଜି ଭୋରର ୨.୧୫ ମିନିଟ୍ ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପୂର୍ବରୁ ବିଜଲୀ ୪ଟି ଶାବକ ଜନ୍ମଦେଇଥିଲା । ସେମାନଙ୍କ ମଧ୍ୟରୁ ୨ ଟି ମୃତ୍ୟୁ ଘଟିଥିବା ବେଳେ ୨ ଟି ଶାବକ ବଡ ହୋଇଛନ୍ତି । ତେବେ ଏହି ନୂଆ ଶାବକ ଜନ୍ମ ହେବାପରେ ତାର ଗତିବିଧି ଉପରେ ନନ୍ଦନକାନନ କର୍ତ୍ତୁପକ୍ଷ ପୁରା ନଜର ରଖିଛନ୍ତି ।ବିଜଲୀ ସହିତ ସିଂହ ସମ୍ରାଟର ମିଳନରୁ ପ୍ରଥମେ ୨୦୧୯ରେ ଦ୍ୱିତୀୟ ଥର ୨୦୨୧ରେ ଦୁଇଥର ବିଜଲୀ ଶାବକ ଜନ୍ମଦେଇଥିଲା । ଏହା ବିଜଲୀର ତୃତୀୟ ଗର୍ଭ ଧାରଣ । ଏବେ ମା ଓ ଛୁଆ ଉଭୟ ସୁସ୍ଥ ଅଛନ୍ତି । ଏବେ ନନ୍ଦନକାନନରେ ବାଘ ସଂଖ୍ୟା ୧୮ କୁ ବୃଦ୍ଧି ପାଇଛି ।
BREAKING NEWS
- Ankush Panghal Makes History:ଭାରତୀୟ ବକ୍ସର ରଚିଲେ ଇତିହାସ; ତିନୋଟି ସ୍ୱର୍ଣ୍ଣ ପଦକ ହାସଲ, ୮ ବର୍ଷ ପରେ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ
- ଟୋଲଗେଟରୁ ନକଲି RTOକୁ ବାନ୍ଧିଲା ପୋଲିସ
- ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଧକ୍କା ଦେଲା ଟ୍ରେନ୍;ଚାଲିଗଲା ଟ୍ରାକ୍ ମ୍ୟାନଙ୍କ ଜୀବନ
- ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ୪୪ ଦିନିଆ ସ୍ୱତନ୍ତ୍ର ଅଭିଯାନ
- ରାଜଧାନୀରେ ଲଜ୍ଜା! ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଡିସିପିଙ୍କଠାରୁ ରିପୋର୍ଟ ତଲବ କଲେ ମହିଳା କମିଶନ
- ବିଜେଡିର ମିଡିଆ ଓ ଆଇଟି ସେଲ୍ରେ ବଡ଼ ଧରଣର ଅଦଳବଦଳ: ୧୦ ଜଣ ହେଲେ ଜାତୀୟ ମୁଖପାତ୍ର
- ଆଗାମୀ ୩ ଦିନ ରାଜ୍ୟରେ ଶୁଖିଲା ପାଗ; ୫ ତାରିଖରୁ ଉପକୂଳ ଓଡ଼ିଶାରେ ଫେରିବ ବର୍ଷା
- ମୋବାଇଲ୍ ନମ୍ବର ନଥିଲେ ହେବନି ସ୍ପିଡ୍ ପୋଷ୍ଟ: ଠକେଇ ରୋକିବାକୁ ଭାରତୀୟ ଡାକ ବିଭାଗର ନୂଆ ନିୟମ
- ବିଜ୍ଞାନ କ୍ଷେତ୍ରରେ ବିଶ୍ୱକୁ ସିଙ୍ଗାପୁରର ଚେକ୍ମେଟ୍; ଆମେରିକା ଓ ଚୀନକୁ ପଛରେ ପକାଇ ତିଆରି କଲା ସବୁଠୁ ନିର୍ଭୁଲ ଘଣ୍ଟା
- ଆଗକୁ ଆସୁଛି ଭୟଙ୍କର ଖାଦ୍ୟ ଓ ଇନ୍ଧନ ସଙ୍କଟ; ଏଲ୍ ନିନୋ ଏବଂ ଯୁଦ୍ଧ ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କଲା ଭାରତ

Comments are closed.