ଭୁବନେଶ୍ୱର: ଲକ୍ ଡାଉନ କଟକଣା ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହି ସମୟରେ ଲୋକେ କିପରି ଘରେ ସହଜରେ ଔଷଧ ପାଇପାରିବେ କୌଣସି ସମସ୍ୟାର ସମ୍ମୁଖୀନ ହେବେନି ସେଥି ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହେଯାଗରେ ବିଏମସି ରାଜଧାନୀର ୧୨୧ଟି ମେଡିସିନ ଷ୍ଟୋରକୁ ଚିହ୍ନଟ କରିଛି ।
ତାଲିକାରେ ଦିଆଯାଇଥିବା ମେଡିସିନ ଷ୍ଟୋରକୁ ଆପଣ କଲ କିମ୍ବା ହ୍ୱାଟ୍ସ୍ଅପ୍ କଲେ ସେମାନେ ହୋମଡେଲିଭରି ଦେବେ ବୋଲି ବିଏମସି ପକ୍ଷରୁ ଟ୍ୱିଟ୍ ସୂଚନା ଦିଆଯାଇଛି ।
Comments are closed.