Latest Odisha News

BREAKING NEWS

ଭାଷା ଭାଗବତ : ଲିପି ସଂଯୋଜନ ସୂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

° = ଙ୍‌ଞ୍‌ଣ୍‌ନ୍‌ମ୍‌
° କଚଟତପ = ଙ୍କଞ୍ଚଣ୍ଟନ୍ତମ୍ପ
° ଖଛଠଥଫ = ଙ୍ଖଞ୍ଛଣ୍ଠନ୍ଥମ୍ଫ
° ଗଜଡଦବ = ଙ୍ଗଞ୍ଜଣ୍ଡନ୍ଦମ୍ବ
° ଘଝଢଧଭ = ଙ୍ଘଞ୍ଝଣ୍ଢନ୍ଧମ୍ଭ

ଏ ଲିପି ସଂଯୋଜନ ସୂତ୍ର
ଦେଖୁ ସ୍ବଭାଷୀଂକର ନେତ୍ର
କରଂତୁ ସୁସ୍ପଷ୍ଟ ଲିଖନ
ସ୍ବଭାଷା ହେବ ଧାବମାନ

ଙ୍‌ଞ୍‌ଣ୍‌ନ୍‌ମ୍‌ ସୂଚକ ° ଚିହ୍ନ
କରେ ସମସ୍ୟା ସମାଧାନ
ଏ ଧାରା ହୋଇଲେ ବ୍ୟାପକ
ଲେଖି ଶିଖିବେ ବହୁ ଲୋକ

ଯାହା କରୁଛୁଁ ଉଚ୍ଚାରଣ
ତାହା ହିଁ ହେବ ଦୃଶ୍ୟମାନ
କଚଟତପ ସହ ଙ୍କଞ୍ଚଣ୍ଟନ୍ତମ୍ପ
କେଉଁଟି ସୁରୂପ, କୁରୂପ
କରିଲେ ଥରଟେ ତୁଳନା
ପଡ଼ିବ ସବୁ କିଛି ଜଣା

 

Leave A Reply

Your email address will not be published.