Latest Odisha News

BREAKING NEWS

ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଟ୍ରିବ୍ୟୁନାଲ୍ ଶୁଣାଣି

ନୂଆଦିଲ୍ଲୀ : ଓଡିଶା ସରକାରଙ୍କ ଅନ୍ତରୀଣ ଆବେଦନକ୍ରମେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଶନିବାର ଦିନ ଏହାର ଶୁଣାଣିକୁ ଆସନ୍ତା ଅଗଷ୍ଟ ୩କୁ ଘୁଞ୍ଚାଇଦେଇଛନ୍ତି ।

ଛତିଶଗଡ ଦ୍ୱାରା ମହାନଦୀ ଉପରେ କରାଯାଇଥିବା ବ୍ୟାରେଜ ଫଳରେ ଓଡିଶାକୁ ଉପଯୁକ୍ତ ଜଳ ମିଳିପାରୁନାହିଁ । ମୌସୁମୀ ବ୍ୟତୀତ ଅନ୍ୟ ଦିନମାନଙ୍କରେ ଓଡିଶାକୁ ମହାନଦୀର ପ୍ରାୟ ୧.୭୪ ମିଲିୟନ୍ ଏକର ଫିଟ୍ ଜଳ ଯୋଗାଇ ଦେବାକୁ ଦାବି କରାଯାଇଛି । ଏହି ଅନ୍ତରୀଣ ଆବେଦନରେ ସରକାର ବିଶଦ ଭାବେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.