Latest Odisha News

BREAKING NEWS

ରୁଦ୍ରାକ୍ଷ ଧାରଣ କରିବାର ସଠିକ ନିୟମ…

ରୁଦ୍ରାକ୍ଷର ଅର୍ଥ ହେଉଛି ରୁଦ୍ରଙ୍କର ଅକ୍ଷ । କୁହାଯାଏ ଯେ ପ୍ରାଚୀନ କାଳରେ ଆଭୂଷଣ ରୂପରେ ସୁରକ୍ଷା , ଗ୍ରହ ଶାନ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ଲାଭ ପାଇଁ ରୁଦ୍ରାକ୍ଷ ବ୍ୟବହାର କରାଯାଏ । ଯଦି ନିୟମ ଅନୁସାରେ ରୁଦ୍ରାକ୍ଷ ଧାରଣ କରାଯାଏ ତେବେ ମନବାଞ୍ଜିତ ଫଳ ମିଳଥାଏ ।

ରୁଦ୍ରାକ୍ଷ ଧାରଣ କରିବାର ସଠିକ ନିୟମ:

-ରୁଦ୍ରାକ୍ଷ ହାତ, କଣ୍ଠ ଓ ହୃଦୟରେ ଧାରଣ କରାଯାଏ।

-ଏହାକୁ କଣ୍ଠରେ ଧାରଣ କରିବା ସର୍ବୋତ୍ତମ କୁହାଯାଏ।

-ହାତରେ ୨୨ଟି , କଣ୍ଠରେ ୩୬ଟି ଏବଂ ହୃଦୟରେ ୧୦୮ଟି ଦାନା ବିଶିଷ୍ଟ ରୁଦ୍ରାକ୍ଷ ଧାରଣ କରିବା ଉଚିତ ।

-ନାଲି ସୂତାରେ ଗୋଟିଏ ଦାନା ବିଶିଷ୍ଟ ରୁଦ୍ରାକ୍ଷ କଣ୍ଠ ହୃଦୟରେ ଧାରଣ କରିପାରିବେ ।

-ଶ୍ରାବଣ ମାସ ସୋମବାର ଓ ଶିବରାତ୍ରୀ ଦିନ ରୁଦ୍ରାକ୍ଷ ଧାରଣ କରିବା ଶୁଭ ହୋଇଥାଏ ।

-ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଏହା ଭଗବାନ ଶିବଙ୍କୁ ସମର୍ପିତ କରିବା ଉଚିତ ।

Leave A Reply

Your email address will not be published.