Latest Odisha News

BREAKING NEWS

ପୁଣି ଜିତିଲା ସୋସିଆଲ ସାଇଟ, କ୍ଷମା ମାଗିଲା ଇରୋସ ନାଓ : କଙ୍ଗନା କହିଲେ ପର୍ଣ୍ଣର ପେଣ୍ଠସ୍ଥଳୀ ପାଲଟିଛି ଓଟିଟି

ନୂଆଦିଲ୍ଲୀ: ନବରାତ୍ରୀ ତଥା ଦୁର୍ଗା ପୂଜାର ଗାରିମାକୁ କ୍ଷୁର୍ଣ୍ଣ କରିଛି ଇରୋସ ନାଓ । ସୋସିଆଲ ସାଇଟରେ ଦ୍ୱିଅର୍ଥବୋଧକ ସ୍ଲୋଗାନ ଦେଇ ଶସ୍ତା ଲୋକପ୍ରିୟତା ଆପଣାଇ ଲକ୍ଷ୍ୟରେ ଥିବା ଏହି କମ୍ପାନୀକୁ କିନ୍ତୁ ଜନସାଧାରଣ ସୋସିଆଲ ସାଇଟରେ କଡା ଜବାବ ଦେଇଛନ୍ତି । ଶେଷର ନିଜ ଭୁଲ ବୁଝି ଇରୋସ ନାଓ ସର୍ବସାଧାରଣରେ କ୍ଷମା ମାଗିବା ସହ ବିବାଦୀୟ ବିଜ୍ଞାପନକୁ ହଟେଇବାକୁ ବାଧ୍ୟ ହୋଇଛି ।

BjdElectrycity

ମନୋରଞ୍ଜନର ମାଧ୍ୟମକୁ କଦର୍ଥ ନ କରିବା ପାଇଁ ବଲିଉଡ କୁଇନ କଙ୍ଗନା ରାନାୱତ କହିଛନ୍ତି । ଯୌନଉଦ୍ଦୀପକ ବିଷୟ ବସ୍ତୁ ଦେଇ ଅଧିକାଂଶକୁ ଆକୃଷ୍ଟ କରାଯାଇ ପାରିବ ମାତ୍ର ଏହା ସମାଜ ପାଇଁ ଖରାପ । ଓଟିଟି ପ୍ଲାଟଫର୍ମ କିନ୍ତୁ ଏଥି ପ୍ରତି ଗୁରୁତ୍ୱ ନ ଦେଇ ବ୍ୟବସାୟ କରିଚାଲିଛି । ଏହା ଏକ ପର୍ଣ୍ଣର ପେଣ୍ଠସ୍ଥଳୀ ପାଲଟିଯାଇଛି କହିଲେ ଭୁଲ ହେବ ନାହିଁ ବୋଲି କଙ୍ଗନା କହିଛନ୍ତି ।

Leave A Reply

Your email address will not be published.