ନ୍ୟୁୟର୍କ: ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ମାଇକ ଟାଇସନ ତାଙ୍କ ଝିଅ ମିକି ଲୋର୍ଣ୍ଣାଙ୍କ ବିବାହ ନେଇ ବ୍ୟସ୍ତ ହେଉଥିବା ଖବର ପ୍ରକାଶ ପାଇଛି । ଯିଏ ତାଙ୍କ ୩୦ ବର୍ଷୀୟ ଝିଅଙ୍କୁ ବିବାହ କରିବ ସେ ୭୦ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି । ତେବେ ଏହି ରିପୋର୍ଟ ଭାଇରାଲ ହେବା ପରେ ଟାଇସନ ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଏହାର କୌଣସି ସତ୍ୟତା ନାହିଁ ।
୩୦ ବର୍ଷୀୟ ମିକି ଲୋର୍ଣ୍ଣାଙ୍କ ଓଜନ ୧୫୦ କିଲୋଗ୍ରାମ । ସେ ବାପାଙ୍କ ପରି ମଜଭୁତ ଶରୀର ପାଇଥିବାରୁ ଅନେକ ଯୁବକ ତାଙ୍କୁ ବିବାହ କରିବା ପାଇଁ ପଛଘୁଂଚା ଦେଉଛନ୍ତି । ଟାଇସନ ୧୯୮୫ରୁ ୨୦୦୫ ପର୍ଯ୍ୟନ୍ତ ବକ୍ସିିଂ ଦୁନିଆରେ ରାଜୁତି କରିଥିଲେ । ମାତ୍ର ୨୦ ବର୍ଷ ବୟସରେ ସର୍ବକନିଷ୍ଠ ବକ୍ସର ଭାବେ ହେଭିୱେଟ ଟାଇଟଲ ଜିତିଥିଲେ ।
BREAKING NEWS
- ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ;ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ
- ୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?
- ରୋନାଲ୍ଡୋଙ୍କ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ: ଏଫପିଏଫ ପକ୍ଷରୁ ଅସ୍ଥାୟୀ ଭାବେ କରାଗଲା ସସପେଣ୍ଡ
- ଜେଏସ୍ଡବ୍ଲ୍ୟୁ ଷ୍ଟିଲର ଓଡ଼ିଶା ଖଣି ବିଭାଗ ପକ୍ଷରୁ ‘ମାନସିକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଆୟୋଜିତ
- ସଚିନଙ୍କ ପୁଅଙ୍କ ସହ ଅନ୍ୟାୟ ! ୫୦ ୱିକେଟ୍ ନେବା ପରେ ମଧ୍ୟ ଅର୍ଜୁନଙ୍କୁ ଗୋଆ ଦଳରୁ କରାଗଲା ବାହାର
- ସାମୀଙ୍କ ବଡ଼ ବୟାନ: ଟିମ୍ ଇଣ୍ଡିଆରେ ଚୟନ ନହେବା ମୋ ପାଇଁ କୌଣସି କ୍ଷତି ନୁହେଁ
- ଅଭିଜିତ୍ ଦୀପକେଙ୍କ ଜେଜେ ମା’ଙ୍କ ଦେହାନ୍ତ, ଏଭଳି କହିଲା ଦିଲ୍ଲୀ ପୋଲିସ…
- CJP Delhi protest: କକ୍ରୋଚ ପ୍ରତିବାଦରେ ସାମିଲ ଓକିଲ ଅଟକ, CJI କହିଲେ…
- ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ; ଜାଣନ୍ତୁ ମହତ୍ତ୍ବ
- ନିର୍ବାଚନ ପୂର୍ବରୁ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

Comments are closed.