Latest Odisha News

BREAKING NEWS

ଆଜିଠୁ ଗଡିବ ‘ମୋ ବସ୍’

ଭୁବନେଶ୍ୱର: ଆଜିଠାରୁ ଟ୍ୱିନସିଟିରେ ଆରମ୍ଭ ହେବ ମୋ ବସ୍ ସେବା । କଟକ ଓ ଭୁବନେଶ୍ୱରରେ ପ୍ରାୟ ୭ଟି ରୁଟ୍‌ରେ ଏହି ବସ ଚାଲିବା ନେଇ ସୂଚନା ମିଳିଛି ।

କ୍ରୁଟ ପକ୍ଷରୁ ଜାରି ଗାଇଡ଼ଲାଇନ ଅନୁଯାୟୀ ଯାତ୍ରୀ ମାନେ ବସରେ ଯାତ୍ରା କରି ପାରିବେ।

ଗାଇଡ଼ଲାଇନ ଅନୁଯାୟୀ ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ବସ୍ ଚଳାଚଳ କରିବ । ମାସ୍କ ପିନ୍ଧି ନଥିବା ଯାତ୍ରୀମାନେ ବସ୍‌ରେ ଯାଇପାରିବେ ନାହିଁ । ବସ୍ ରେ ଠିଆ ହୋଇ କୌଣସି ଯାତ୍ରୀ ଯାତ୍ରା କରିପାରିବେ ନାହିଁ । ଟିକେଟର ସଠିକ୍ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡ଼ିବ ବୋଲି ନିଷ୍ପତି ହୋଇଛି ।

କେଉଁ ରୁଟରେ ଚାଲିବ ବସ୍…

ଏୟାରପୋର୍ଟ-ସିଡିଏ,

ନନ୍ଦନବିହାର-ଲିଙ୍ଗିପୁର,

ମାଷ୍ଟରକ୍ୟାଣ୍ଟିନ-ସିଡିଏ

ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା

ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ

ଡୁମୁଡୁମା-ମଞ୍ଚେଶ୍ୱର

ମାଷ୍ଟରକ୍ୟାଂଟିନ ଓ ଏମ୍ସ ମଧ୍ୟରେ ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.