Latest Odisha News

BREAKING NEWS

ମୋଦୀ ନବୀନଙ୍କୁ ଦେଲେ ପ୍ରତିଶୃତି, ଓଡ଼ିଶାର ବିକାଶ ଲାଗି କେନ୍ଦ୍ର କରିବ ସହଯୋଗ

ଭୁବନେଶ୍ୱର : ଓଡିଶାରେ ୫ମ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଥିବା ନବୀନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଶୁଭେଚ୍ଛା ଜଣାଇଛନ୍ତି ।

ଏନେଇ ମୋଦି ଟ୍ୱିଟ୍ କରିଛନ୍ତି । ଉକ୍ତ ଟ୍ୱିଟରେ ମୋଦି ନବୀନ ଓ ତାଙ୍କ ଟିମକୁ ଶୁଭକାମନା ଜଣାଇବା ସହ ଓଡିଶାର ପ୍ରଗତି ଲାଗି କେନ୍ଦ୍ରର ପୂର୍ଣ୍ଣ ସହଯୋଗ ମିଳିବା ନେଇ ପ୍ରତିଶୃତି ଦେଇଛନ୍ତି ।

ଏହାବ୍ୟତିତ ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.