Latest Odisha News

[ଭିଡିଓ] ମୋଦିଙ୍କୁ ପାକିସ୍ତାନରୁ ଡାକରା, ଆମକୁ ଉଦ୍ଧାର କର

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀରର ଜଣେ ବାସିନ୍ଦା ସହାୟତା ପାଇଁ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ।

ଏହି ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୁଜାଫରବାଦ ବାସିନ୍ଦା ମଲିକ୍ ୱାସିମ୍ । ପାକିସ୍ତାନୀ ପୋଲିସ ଭାରତ ଓ ଶିଖମାନଙ୍କର ସମ୍ପତ୍ତି ହଡପ କରୁଥିବାନେଇ ସେ ଭିଡିଓରେ ଖୁଲମଖୁଲା ପ୍ରକାଶ କରିଛନ୍ତି । ପାକିସ୍ତାନୀ ପୋଲିସ ଦ୍ୱାରା ତାଙ୍କ ପରିବାର ବେସାହାରା ହୋଇ ରାସ୍ତାରେ ବସିଥିବାରୁ ଉଦ୍ଧାର ପାଇଁ ସେ ଖୁଲମଖୁଲା ମେଦିଙ୍କୁ ମଧ୍ୟ ଡାକରା ଦେଇଥିଲେ ।

Comments are closed, but trackbacks and pingbacks are open.