Latest Odisha News

୧୪ ଜଣ ବିଜେଡ଼ି ନେତା ଦଳୀୟ ମୁଖପାତ୍ର ଭାବେ ନବୀନଙ୍କ ଦ୍ୱାରା ନିଯୁକ୍ତ

ଭୁବନେଶ୍ୱର: ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦଦେଇ ଆଜି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ଜଣ ଦଳୀୟ ନେତାଙ୍କୁ ଦଳର ମୁଖପାତ୍ର ରୂପେ ନିଯୁକ୍ତ କରିଛନ୍ତି ।

ବିଜେଡ଼ିର ମୁଖ୍ୟପାତ୍ର ଭାବେ ନିଯୁକ୍ତ ହୋଇଥିବା ନେତାମାନେ ହେଲେ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ପ୍ରଶାନ୍ତ ନନ୍ଦ, ଦେବାଶୀଷ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ପୁଷ୍ପେନ୍ଦ୍ର ସିଂହଦେଓ, ସମୀର ରଞ୍ଜନ ଦାଶ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ସୁଲୋଚନା ଦାସ ଏବଂ ଦେବାଶୀଷ ମାରାଣ୍ଡି ।

Comments are closed.