ଭୁବନେଶ୍ୱର :ପରପାରିରେ ପ୍ରକୃତି ପ୍ରେମୀ ସୁନ୍ଦରଲାଲ ବହୁଗୁଣା । ଚିପକୋ ଆନ୍ଦୋଳନର ମୂଖ୍ୟ ପୁରୋଧା ତଥା ଯୁଗ ପୁରୁଷ ସୁନ୍ଦରଲାଲ । ପରିବେଶ ସୁରକ୍ଷା ପାଇଁ ସାରା ଜୀବନ ଉତ୍ସର୍ଗ କରିଦେଇଥିବା ସାଧା ସିଧା ମଣିଷଟିଏ । ଗାନ୍ଧୀଙ୍କ ଅହିଂସା ନୀତି ନେଇ ଆନ୍ଦୋଳନ ଜାରି ରଖିଥିଲେ । ଆଉ ତାଙ୍କ ଆନ୍ଦୋଳନରେ ଆଗ ଧାଡିରେ ରହିଥିଲେ ମହିଳା ମାନେ । ଛୋଟ ବେଳରୁ ସ୍ଵାଧୀନ ଚେତା ଥିଲେ । ପ୍ରକୃତି ଓ ପରିବେଶ ସୃଷ୍ଟି ପାଇଁ ସ୍ୱର ଉତ୍ତୋଳନ କରୁଥିବ ମଣିଷଟି ଆଜି ନୀରବି ଯାଇଛି । ତାଙ୍କର ତ୍ୟାଗ ଆଉ ସଂଘର୍ଷ ପାଇଁ ଆଜି ବି ସେ ସମସ୍ତଙ୍କ ହୃଦୟରେ ବିରାଜମାନ ।।।
BREAKING NEWS
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


Comments are closed.