ନୂଆଦିଲ୍ଲୀ: ପପ୍ଷ୍ଟାର ନିକ୍ ଜୋନାସ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ପୁରୁଣା ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଫଟୋରେ ନିକ ଏବଂ ପ୍ରିୟଙ୍କା କଳା ପୋଷାକରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି।
ନିକ୍ ଇନଷ୍ଟାଗ୍ରାମରେ ହର୍ଟ-ଆଇର ଇମୋଜି ସହିତ ଲେଖିଛନ୍ତି, “ମୁଁ କେତେ ଭାଗ୍ୟବାନ। ହ୍ୟାସଟ୍ୟାଗ ଫ୍ଲାସବ୍ୟାକ୍।” ନିକ୍ଙ୍କ ଫଟୋରେ ପ୍ରିୟଙ୍କା ମଧ୍ୟ ଖୁବ୍ ସୁନ୍ଦର ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, “ମାଏ୍ ଲଭ୍। ମୁଁ ମଧ୍ୟ ସବୁଠାରୁ ଲକି”
ଏହାପୂର୍ବରୁ ମଧ୍ୟ ପ୍ରିୟଙ୍କା ନିକ୍ଙ୍କ ସହ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ନିକ୍ଙ୍କୁ ପାଇ ସେ ବହୁତ କୃତଜ୍ଞ। ଏହି ଫଟୋରେ ପ୍ରିୟଙ୍କା ନିକ୍ଙ୍କୁ ହାତ ଧରିଥିବାର ଦେଖିବାକୁ ମିଳିଥିଲା।
BREAKING NEWS
- ପ୍ରବଳ ବର୍ଷା ଆଶଙ୍କା; ଏହି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
- S-400: ‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନକୁ କନ୍ଦାଇଥିଲା…ପୁଣି ବଡ଼ ଡିଲ୍ କରିବ ଭାରତ! ରୁଷିଆ ଦେଲା ୫ ୟୁନିଟ୍ର ଅଫର…
- ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ, ସରଗରମ ରାଜନୀତି
- ବଢୁଛି ବୈତରଣୀ; ବନ୍ୟା ଆଶଙ୍କା ନେଇ ଛାନିଆ ଲୋକେ
- GDP growth: ୭.୮% GDP ବୃଦ୍ଧିକୁ ନେଇ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ‘ମିଛର ପ୍ରତିଧ୍ୱନି’ ନେଇ ବିରୋଧୀଙ୍କୁ ଟାର୍ଗେଟ
- ସେପ୍ଟେମ୍ବର ପହିଲାରେ ଭିଜିବ ଓଡ଼ିଶା
- ହସ୍ପିଟାଲରେ ଭର୍ତ୍ତି ସାମାଜିକ କର୍ମୀ ଆନ୍ନା ହଜାରେ
- ପୁଣି ବଢିଲା CNG ଓ PNG ଦର
- ପାକିସ୍ତାନରେ ୧୨୫ ବର୍ଷର ପ୍ରାଚୀନ ହିନ୍ଦୁ ମନ୍ଦିର ଭଙ୍ଗାଗଲା
- ନେପାଳ ବନ୍ୟା: ହଜାରେ ଛୁଇଁପାରେ ମୃତ୍ୟୁ ସଂଖ୍ୟା…

Comments are closed.