ଭୁବନେଶ୍ୱର: ୧୯୯୩ ବ୍ୟାଚର ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଦଳଙ୍କୁ ସରକାର ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଭାବେ ନିଯୁକ୍ତି ଦେଇଛନ୍ତି । ନିକଟରେ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନାଙ୍କୁ ସରକାର ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଥିଲେ ।
ପ୍ରଦୀପ ଜେନାଙ୍କ ସ୍ଥାନରେ ନିକୁଞ୍ଜ ବିହାରୀ ଧଳଙ୍କୁ ଏସଆରସି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଏସଆରସି ସହ ନିକୁଞ୍ଜ ବିହାରୀ ଦଳ ଶକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ଏଥିସହ ଅବକାରୀ ବିଭାଗ, ଗ୍ରୀଡକୋର ଅଧ୍ୟକ୍ଷ ମଧ୍ୟ ରହିବେ ।
Comments are closed.