Latest Odisha News

BREAKING NEWS

Browsing Tag

tollywood

ସମନ୍ଥା ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପାଇଁ ଅମୀରଙ୍କୁ ଦାୟୀ କଲେ କଙ୍ଗନା

ନୂଆଦିଲ୍ଲୀ: ଟଲିଉଡର ତାରକା ଦମ୍ପତି ସମନ୍ଥା ଓ ନାଗା ଚୈତନ୍ୟ ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ବିଷୟରେ ଘୋଷଣା କରିବା ପରେ ଅଭିନେତ୍ରୀ କଙ୍ଗନା ରାନାୱତ ଏ ସଂକ୍ରାନ୍ତରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସମନ୍ଥା ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପାଇଁ ସେ ଅମୀରଙ୍କୁ ଦାୟୀ…

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ସହ ସ୍କ୍ରିନ୍‌ ସେୟାର୍‌ କରିବେ ସଞ୍ଜୟ ଦତ୍ତ

ମୁମ୍ବାଇ: ଏକାଠି ନଜର ଆସିବେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଓ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ। ମହେଶ ବାବୁ ଏବେ ନିର୍ଦ୍ଦେଶକ ପର୍ଶୁରାମଙ୍କ ଫିଲ୍ମ ‘ସର୍କାରୁ ଭାରୀ ପତା’ ସୁଟିଂରେ ବ୍ୟସ୍ତ ଅଛନ୍ତି। ମହେଶ ବାବୁଙ୍କ ଅଭିନୀତ ଆଗାମୀ ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ ଏକାଠି ନଜର ଆସିବେ…

ଅଭିନୟ ଦୁନିଆରେ ପାଦ ଦେବେ ଅଲୁ ଅର୍ଜୁନଙ୍କ ଝିଅ ଆର୍‌ହା

ନୂଆଦିଲ୍ଲୀ: ଅଭିନୟ ଜଗତରେ ପାଦ ଦେଲେ ଟଲିଉଡ୍‌ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ଝିଅ। ଗୁରୁବାର ଟ୍ୱିଟରରେ ନିଜ ଝିଅ ଅଲୁ ଆରହାଙ୍କ ଟଲିଉଡରେ ପ୍ରବେଶକୁ ନେଇ ଘୋଷଣା କରିଛନ୍ତି ଅଲୁ ଅର୍ଜୁନ। ସେ ଅତି ଗର୍ବର ସହ ଏହାକୁ ପ୍ରକାଶ କରିଛନ୍ତି। ସେ ଟଲିଉଡର ଲୋକପ୍ରିୟ ଅଭିନେତ୍ରୀ…

୧ ଲକ୍ଷ ଫାଇନ୍‌ ଦେବେ ସାଉଥ୍‌ ଆକ୍ଟର ବିଜୟ

ଚେନ୍ନାଇ: ତାମିଲ ଅଭିନେତା ସି ଜୋସେଫ ବିଜୟଙ୍କ ଉପରେ ଇଂଲଣ୍ଡରୁ ଏକ ବିଳାସପୂର୍ଣ୍ଣ କାର ରୋଲ ରଏସ ଘୋଷ୍ଟ ଆମଦାନୀ କରିବା ଏବଂ ଏଥିରେ ଟିକସ ଦେବାକୁ ମନା କରିବା ଅଭିଯୋଗରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କରିଛନ୍ତି। ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ…

ଏହି ଦିନ ରିଲିଜ୍ ହେବ ଅଦିତି ରାଓଙ୍କ ଅଭିନୀତ ଚଳଚ୍ଚିତ୍ର ‘ମହା ସମୁଦ୍ରମ୍‌’

ନୂଆଦିଲ୍ଲୀ: ଅଭିନେତା ଶରୱାନନ୍ଦ, ସିଦ୍ଧାର୍ଥ ଏବଂ ଅଦିତି ରାଓ ହାଇଦାରୀଙ୍କ ଆଗାମୀ ଚଳଚ୍ଚିତ୍ର ମହା ସମୁଦ୍ରମ୍‌ ଅଗଷ୍ଟ ୧୯ ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ବର୍ତ୍ତମାନ ହାଇଦ୍ରାବାଦରେ ମହା ସମୁଦ୍ରମ୍‌ର ସୁଟିଂ ଚାଲିଛି। ମହା ସମୁଦ୍ରାମ୍ ଏକ ତାମିଲ୍ ଏବଂ ତେଲୁଗୁ…

ସାଉଥ୍ ଷ୍ଟାର ବିଜୟଙ୍କ ଏହି ସେଲ୍‌ଫି ୨୦୨୦ରେ ସର୍ବାଧିକ ଥର ରିଟ୍ୱିଟ୍‌ ହୋଇଛି

ନୂଆଦିଲ୍ଲୀ: ଫେବୃଆରୀ ମାସରେ ଫିଲ୍ମ 'ମାଷ୍ଟର' ସେଟରୁ ବିଜୟ ଏକ ସେଲଫି ନେଇଥିଲେ, ଯେଉଁଠାରେ ତାଙ୍କ ସମର୍ଥନରେ ବହୁ ସଂଖ୍ୟାରେ ସମର୍ଥକ ପହଞ୍ଚିଥିଲେ। ଯେତେବେଳେ ତାଙ୍କ କାର୍ଯ୍ୟାଳୟ ଏବଂ ଘରେ ଆଇଟି ଅଧିକାରୀ ଚଢାଉ କରିଥିଲେ ସେତେବେଳେ ବିଜୟ ଜନସାଧାରଣଙ୍କ ଏହି ସମର୍ଥନ ପାଇଥିଲେ। ସାଉଥ୍…

ଏସ୍‌ଏସ୍‌ ରାଜାମୌଲିଙ୍କ ଫିଲ୍ମରେ ନଜର ଆସିବେ ଅଜୟ

ନୂଆଦିଲ୍ଲୀ: ଅଭିନେତା ଅଜୟ ଦେବଗନ୍ ତାଙ୍କ ଅଭିନୟ ସହିତ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ଅଜୟଙ୍କ ନିଖୁଣ ଅଭିନୟ ଯୋଗୁ ତାଙ୍କୁ ସାଉଥ୍‌ ଫିଲ୍ମ ଜଗତରୁ ମଧ୍ୟ ଅନେକ ଭଲ ଅଫର ମିଳୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଅଜୟ ଦେବଗନ୍ ବାହୁବଲୀର ନିର୍ଦ୍ଦେଶକ…

ଖୁବ୍‌ ଶୀଘ୍ର ତାମିଲ୍‌ ଫିଲ୍ମରେ ନଜର ଆସିବେ ଅଭିନେତା ପରେଶ ରାୱଲ୍

ନୂଆଦିଲ୍ଲୀ: ଅଭିନେତା ତଥା ଲୋକସଭା ସଦସ୍ୟ ପରେଶ ରାୱଲଙ୍କୂ ଖୁବ ଶୀଘ୍ର ଏକ ତାମିଲ ଚଳଚ୍ଚିତ୍ର "ସୋରାଇ ପୋଟ୍ରୁ" ରେ ଦେଖିବାକୁ ମିଳିବ।  ଆତ୍ମ-ନିର୍ଭରଶୀଳ ଭାରତର ନୀତି ପ୍ରତିଫଳିତ ଏକ ବାସ୍ତବ ଜୀବନର କାହାଣୀ ଉପରେ ଏହି ଚଳଚ୍ଚିତ୍ରଟି ପର୍ଯ୍ୟବସିତ। ତାମିଲ ଚଳଚ୍ଚିତ୍ରର ସୁପରଷ୍ଟାର…

ହାପି ବାର୍ଥ ଡେ ପ୍ରଭାସ

ନୂଆଦିଲ୍ଲୀ: ଆଜି ହେଉଛି 'ବାହୁବଲୀ' ଅର୍ଥାତ୍‌ ପ୍ରଭାସଙ୍କ ଜନ୍ମଦିନ। ୧୯୭୯ ମସିହା ଅକ୍ଟୋବର ୨୩ରେ ପ୍ରଭାସଙ୍କ ଜନ୍ମ। ସେ ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ତେଲୁଗୁ ଚଳଚ୍ଚିତ୍ର ଜଗତ ସହିତ ବଲିଉଡ୍‌ରେ ମଧ୍ୟ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି। ଦେଶ ବିଦେଶ ତାଙ୍କର…

ପୁଣି ଆରମ୍ଭ ହେଲା ରାଜାମୌଲୀଙ୍କ ‘RRR‌’ର ସୁଟିଂ

ହାଇଦ୍ରାବାଦ: ପୁଣି ସେଟ୍‌କୁ ଫେରିଲେ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସଦସ୍ୟ । ଆରମ୍ଭ ହେଲା ବାହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲୀଙ୍କ ବିଗ୍ ବଜେଟ୍ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସୁଟିଂ । କରୋନା ଭାଇରସ୍‌ ଏବଂ ଲକ୍‌ଡାଉନ୍‌ କାରଣରୁ ସୁଟିଂ ବନ୍ଦ ରହିଥିଲା। ଏବେ ପୁଣି ଥରେ ଫିଲ୍ମର ସୁଟିଂ ଆରମ୍ଭ…